Headlines

    ନବବର୍ଷ – ମନୋଜ କୁମାର ପଟ୍ଟନାୟକ

    ଇଂରାଜୀର ଏହି ନବବର୍ଷଟିକୁ            ଅଭିଷେକ କର ଆଡ଼ମ୍ବରରେ ହିନ୍ଦୁ ନବବର୍ଷ ମନେ ନାହିଁ ତୁମ             ଜିରୋ ନାଇଟ ପାଳ ଆମରି ଘରେ ଲଜ୍ୟା ନାହିଁ ତୁମ ମୁହଁରେ ଅଭିଷେକ କର ଆଡ଼ମ୍ବରରେ ଅନ୍ୟର ସ୍ତ୍ରୀ ଟି ଭଲ ଲାଗେ ଯଦି             ରଖ ପଛେ ତାକୁ ଛାତି ଭିତରେ ନିଜ ସ୍ତ୍ରୀ ଟିକୁ ଘରୁ…

    Read More

      ନବବର୍ଷ – ଗୀତା ଦାସ

        ଆସ ଆସ ନବବର୍ଷ,             କରିଛୁ ଆଜ ତବ ଅଭିଷେକ,          ନବବର୍ଷ, ହୋଇବ ତୁମେ ହରଷ ।          ନବବର୍ଷ…          ଦୁଇ ହଜାର ବାଇଶ,          ବରଷିଣ ଯାଅ ଶୁଭ-ଆଶିଷ,          ନବବର୍ଷ, ଢ଼ାଳିଣ ଦିବ୍ୟ ସନ୍ଦେଶ।          ନବବର୍ଷ…

      Read More

        କୋକିଳକଣ୍ଠି ଲତା ମଙ୍ଗେସ୍ କର୍ – କବିସୌରଭ କୈଳାଶଚନ୍ଦ୍ର ବେହେରା

        ସଙ୍ଗୀତ ରାଇଜ ସମ୍ରାଜ୍ଞୀ ଅଟଗୋଲତା ମଙ୍ଗେସ୍କର ତୁମେ ,ମର ଜଗତରୁ ବିଦାୟ ନେଇଣଚାଲିଗଲ ସ୍ବର୍ଗଧାମେ ।ଇନ୍ଦୋର ମାଟିରେ ଜନ୍ମିଥିଲ ସିନାବିଶ୍ବରେ ହେଲ ବିଖ୍ୟାତ ,ଜଗତ ବାସୀଙ୍କ ହୃଦୟ କିଣିଲଗାଇ ମନଛୁଆଁ ଗୀତ ।ଜନକ ଦେବେନ୍ଦ୍ର ଜନନୀ ଶିବା°ଶଉଣେଇଶ ଅଣତ୍ରିଶରେ,ଧରାକୁ ଆସିଲ କଣ୍ଠ ଶିଳ୍ପୀ ହେଲପ୍ରିୟ ହେଲ ଭାରତରେ ।ଦୁଇଶହ ଥିଲା ଚଳଚ୍ଚିତ୍ର ତୁମଗାଇଲ ଗାୟିକା ଭାବେ ,ଛତିଶ ହଜାର ଗୀତ ଗାଇଥିଲପ୍ରୀତ ହୋଇଥିଲେ ସର୍ବେ ।ଭାରତ ବର୍ଷର ସର୍ବୋଚ୍ଚ ସମ୍ମାନଭାରତ ରତ୍ନ ପାଇଲ,ପଦ୍ମ ବିଭୂଷଣ ସହିତ ଅନେକପୁରସ୍କାର…

        Read More

          ମନ ଝରଣା – ଶେଖ ମୋଜାହିଦ ମହତାବ

          ଅବିରତ ଝରେ ପ୍ରେମର ଝରଣାଝରଣା କୂଳେ ମୋ ଘର,କୂଳୁ କୂଳୁ ନାଦ ଶୁଭେ ଦିବା ନିଶିମନ ଜିଣି ହୃଦୟର l ଅସ୍ପଷ୍ଟ ତା ଗତି କେଉଁଠୁ ଉତ୍ପତ୍ତିଜଣା ସିନା ପଡେନାହିଁ,ହେଲେ ନ ଦେଖିଲେ ନିମିଷକ ପାଇଁମନ ଆନ୍ଦୋଳିତ ହୁଏ l ଶୁଖିବନି କେବେ ଭରଷା ରଖିଛିଅସରନ୍ତି ଆଶା ମୋର,କଥା ସେ ଦେଈଛି ସାଥିରେ ରହିବଝରୁଥିବ ନିରନ୍ତର l ସେହି ଝରଣାରେ ଗାଧୋଇ ସାରିମୁଁ ଭିଜେଇ ଦେଵି ଏ ଦେହ,ଛୁଇଁ ପାରିବନି ଆଉ ଦୁଃଖକଷ୍ଟଝରିବନି ଏ ଲୁହ l

          Read More

            ନାରୀ ସବୁ ନୁ ଭାରି – ଅଙ୍କିତା ପ୍ରିୟଦର୍ଶିନୀ ସାହୁ

            ଅମୃତ୍ ମାଟିର୍ ଅମୃତ୍ ସନ୍ତାନ୍ଦୁଇଭାଗେ ହେଇଛନ୍ ସେତ ଭିନେଝନେ ନାରୀ ଝନେ ପୁରୁଷ୍ ହେଲେ ତଇନ୍,ତା ରକ୍,ମେ ସୃଷ୍ଟି ହେଲା ଇ ଠାନେ || ନାରୀ ପୁରୁଷ୍ ଦୁହେଁ ସମାନ୍ ହେଲେ ଭିନାରୀ କେ ରଖସନ୍ ସଭେ ଆଗ୍,ଲିସ୍ରଷ୍ଟା ର୍ ଆଏ ମାଁ ସେ ସୃଷ୍ଟିକାରିଣୀସବୁ ସମ୍ମାନ୍ ର ସେ ଗୁଟେ କୁଠ୍,ଲି || ଜନମ୍ ଦେସି ଲାଲନ୍ ପାଲନ୍ କର୍,ସିଫିର୍ ଭି ବହୁତ୍ ଜାଗା ନୁ ହେସି ଲାଞ୍ଚିତ୍ମନର୍ କଥା ନୁ ହୁର୍,ଗୁନି ହେସି ସେନାରୀ…

            Read More