Sahitya Jibana

Portal on odia literature

College writing challenge season -3

କଲେଜ ଛାତ୍ରମାନଙ୍କ ସୃଜନଶୀଳ ଶକ୍ତି ବଢ଼ାଇବ ଏବଂ ସେମାନଙ୍କୁ ଲିଖନ ଏବଂ ପଠନ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ଷ୍ଟୋରୀମିରର୍ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି – ଷ୍ଟୋରୀମିରର୍ କଲେଜ ରାଇଟିଙ୍ଗ୍ ଚ୍ୟାଲେଞ୍ଜ୍ (SCWC – ସିଜନ ୩) ସହିତ । ତେବେ ଚିନ୍ତାଧାରାକୁ ଲିଖନର ରୂପ ଦେବା ପାଇଁ ଯୁବ ମନର ଦୃଷ୍ଟିକୁ ବଢ଼ାଇବା ହିଁ ଏହାର ମୂଳ ଲକ୍ଷ୍ୟ ।

ତେବେ ଆଉ ବିଲମ୍ବ କାହିଁକି ? ଆସନ୍ତୁ ଅଂଶଗ୍ରହଣ କରି ଏହାର ଏକ ଅଂଶ ହୁଅନ୍ତୁ । ଏହା ସହ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ପାଆନ୍ତୁ ।