ଶରତ ଋତୁରେ ପ୍ରକୃତି ହସୁଛି ଆକାଶର ନିର୍ମଳତାରେ ନଦୀ ଜଳର ସ୍ବଚ୍ଛତାରେ ଜହ୍ନର ଶୀତଳ ଜ୍ଯୋତ୍ସ୍ନାରେ ଆଉ ଜହ୍ନି ଫୁଲର ହସହସ ବଦନରେ। ଦେଖ ! ଏ...
Nature
ଜିଲ୍ଲା ବାଲେଶ୍ବର ଜନ୍ମମାଟି ମୋର ଖଇରା ଅଟେ ମୋ ଘର ହେଲି ଅଗ୍ରସର ତେଜି ଘରଦ୍ୱାର ରଖିବି ନାମଟି ତାର ।୧। ସାହିତ୍ୟ ପ୍ରସାର ନିଶାଟି...
ବସୁନ୍ଧରା ବାସ ଉଜୁଡି ଗଲାଣି ତୁମ ବିନେ ବର୍ଷା ରାଣୀ ବାସୁଦେବ ବାସ ଉଜାଡି ଯେମିତି ଦେଇଥିଲେ ଠାକୁରାଣୀ ଆସ ଆସ ବର୍ଷା ବାସକୁ ମୋହର ଚାହିଁଛି...
ଗରମ ହେଉଛି ସାରା ଦିନରାତି ଦେହରୁ ଝରୁଛି ପାଣି ଦେହରେ କପଡା଼ ରଖେଇ ଦେଉନି ଶପଥ କରିଛି ଜାଣି।୧ ଅଜା ରହିପାରୁ ନାହାଁନ୍ତି ସର୍ବଦା ଦିନ ଅବା...
ଉପବନେ ଶୁଭେ ପକ୍ଷୀ ଙ୍କ କାକଳି ଭ୍ରମ ହୁଏ ଋତୁରାଜ ଆସିଛି ଫେରି। ସରିତ ମେଲାଏ ସ୍ବର କଳକଳ ନୀଳ ଜଳରାଶି ମାରେ ନୀଳ ଲହରୀ।।୧।। ...
କାଶ୍ମୀରୀ ସୈନ୍ଧର୍ଯ୍ୟ ମନ ମୁଗ୍ଧକର ହିମାଳୟ ନାମେ କ୍ଷ୍ୟା lତ ଭାରତ ମାତାର ସୁନାର ମୁକୁଟ ସାରା ବିଶ୍ବରେ ବିକ୍ଷ୍ୟାତ ପରବତ ରାଜ ହିମାଳୟ...
ରାତି ନ ପାହୁଣୁ କୁକୁଡା଼ ଡାକିଲା କଅଁଳ କିରଣ ବୁଣେ ସୂରୁଯ ମୁରୁଜ ଅପରୂପା ହୋଇ ରଙ୍ଗଉଛି ପ୍ରତିକ୍ଷଣେ।୧ ଯେତେ ଦେଖୁଥିଲେ ପ୍ରକୃତିର ରୂପ ମନ ଯମା...
ଶେଫାଳି ମନ ଆଜି ବୁଝୁନି କିଛି ବୋଧହୁଏ କିଛି ଖରାପ ଘଟିବ ଆଜି ଶାନ୍ତ ମନରେ ଅଶାନ୍ତର ଝଡ଼ ଉଠୁଛି ସ୍ପନ୍ଦନ ଜୁଆରକୁ ଦେଖି ଅସ୍ଥିର ହେଉଛି...
କୁଳୁକୁଳୁ ନାଦେ ବୋହି ଯାଉଥିଲାସଭିଙ୍କୁ ପାଣି ଯୋଗାଇଖରା ତା'ର ସ୍ରୋତ ଅଟକାଇ ଦେଲାପାଣି ଟୋପେ ଆଉ ନାହିଁ।୧କୃତାର୍ଥ ସଭିଙ୍କୁ କରୁଥିଲା ନିତିଶୋଷକୁ ମେଣ୍ଟାଇ ଦେଇଧନ୍ଯ ହେଉଥିଲା ତନୁମନ...
ଖରାର ପ୍ରଭାବ ସାରା ଜଗତକୁକନ୍ଦାଇ ମାରୁଛି ଆଜିଜୀବ କି ନିର୍ଜୀବ କାହାକୁ ଛାଡୁନିଖଇ ପରି ଚାଲେ ଭାଜି।୧ପବନକୁ ଭାଜି ଦେଉଛି ବୋଲିତତତଲା ନିଶ୍ବାସ ଆଉପ୍ରଶ୍ବାସରେ ବାଧା ହେଉଛି...