Sahitya Jibana

Portal on odia literature

ମାଆ – ଅଙ୍କିତା ପ୍ରିୟଦର୍ଶିନୀ ସାହୁ

1 min read
mother carrying her daughter

Photo by Katie E on Pexels.com

ମନ୍ ଉଦାସ୍ ଥିଲେ କେତେ
ଲାଡେଗେଲେ ମନ୍ ବୁଝାସୁ
ଟିକେ ନ ମୁହଁ ଫୁଲାଲେ ମୁଇଁ
ପ୍ୟାର୍ ତୋର୍ ଉଞ୍ଜ୍,ଲେଇ ଦେସୁ ||

ଜାନିଥା ଗୋ ତୋର୍ ଚେହେରା
ଆଏ ମୋର୍ ମନ ବସେରା
ମୋର୍ ମନ୍ ବୁଝ୍,ସି ତୋର୍
ସୁର୍,ତା ନୁ କର୍, ସୁ କେଁ ଇସାରା ||

ତୁଇ ମୋର୍ ମାଁ ମୋର୍ ଦୁନିଆଁ
ତୋର୍ ନାଁ ମତେ କର୍,ସି କେଁ କିମିଆ
ସାହାସ୍ ଦେସୁ ବିଶ୍ବାସ ବି ଦେସୁ
ଭରସା ବି ଦେଇଚୁ
ମନ୍ ବୁଝାସି ସେ କଥା ଭାଲି ମୋର୍ ଚିନ୍ତା ନେ ଥିବା ମୋର୍ ମାଆ. ||

ମାଁ ବଲି ଡାକିନେଲେ ଘେ ତୁଇ
ନର୍,ଦି ଆସୁ କାଣା ହେଲା ବଲି
ତତେ ଛନେ ନି ଦେଖଲେ କେନ୍ତା
ମନ୍ ନୁରୁଥିସି ସଦାବେଲେ ତତେ ଖାଲି ||

ମଲିଫୁଲ୍ ଚହଟିଲେ ନି ହଉଥିବା କ୍,ହଁର୍
ତୋର୍ କ୍,ହଁର୍ ଥି ଘର ମହକିସି ଅଠି ପହର୍
କାଣା କେ କହେମି ତୋର୍ ଗୁଣ୍,ଗାନ୍
ଶବ୍,ଦ ଯାଇଛେ ସରି
ତୋର୍ ନୁ ମୁଇଁ ପାଇଛେ ଜନମ୍ ଜୀବନ୍ ଜିଉଛେ ତତେ ନେଇକରି ||

ଅଙ୍କିତା ପ୍ରିୟଦର୍ଶିନୀ ସାହୁ
କଟାପାଲି ,ବରଗଡ଼

Copyright © Sahitya Jibana | Newsphere by AF themes.
Open chat
Hello
How can you help we?