Sahitya Jibana

Portal on odia literature

ମା ମାଟିର ଦାନ – କୁମର ଲାଲ ରଣା

1 min read

ନୂଆ ଗାଆଁ ମାଟି କରେ ସୃଷ୍ଟି ଦିବ୍ୟ
ସଂସ୍କୃତି କଳା ବିଜ୍ଞାନ l
କଳା କଉଶଲ ଜାଗୃତିରେ ପୁରେ
ଆଲୋକ ଲଭେ ନବୀନ l
କୁମ୍ଭାର କୁଳର ଦୁହିତା ପଦ୍ମିନୀ
ରାଜ ମିସ୍ତ୍ରୀ କାରିଗରୀ l
ଇତିହାସ ପୃଷ୍ଠା ଦୁହିତା କୁଳରେ
ଇତିହାସ ନିଏ ଭରି l
ଆମ ପାଇଁ ଜାଗେ ଜାଗୃତି ବିକାଶ
ପ୍ରୟାସ ହେଉଛି ଜାରି l
ପଦ୍ମିନୀ ରଣାଙ୍କ ଇତିହାସ ପୃଷ୍ଠା
ଦଇବ ନେଇଛି ଭରି l

କୁମର ଲାଲ ରଣା
ମହୁଆ ଭଟା, ନୂଆପଡ଼ା

Copyright © Sahitya Jibana | Newsphere by AF themes.
Open chat
Hello
How can you help we?