ଯିବନ୍ ଟା ଗୁଟେ ନାଟକ୍ – ଲିପ୍ସା ନାଥ ମିଶ୍ର
1 min read
ରାଏତ୍ ଆଧିଆଁ ସମିୟାଁ ହେଇଥିଲା କେତେ ଯେ ଠିକ୍ କରି ନି ହେବlର୍ ସୁରତା , ଆଚାନକ୍ କାନେ ଶବଦ୍ ଟେ ସୁଭ୍ ଲା,ଚମ୍ କି କରି ଉଠି ବସ୍ ଲି ଖଟ୍ ର କୁହ୍ନେ ।ଦେହ ଟା ଡ.. ରହେ ଥରୁ ଥିଲା। କଣା ହେଲାରେ ବଇଲା ବେଲ୍ କେ ବାହାରୁ ଶୁଭ୍ ଲା ଇ..ଏ ମାଁ ଗୋ ଏ ବାବୁର୍ ବାପା କଣା ହେଲା ତୁମର୍?
ଝର୍ କା ଖୁଲି ଡୁଙ୍ଗି ଦେଖିଲି ଘାଏ , ଏତ୍ କି ଜୋର୍ ସୋର୍ ବର୍ ସା କୁଟୁ ଥିଲା ଯେ ନି ଦିଶୁଥିଲା କିଛି। ଭାବ୍ ଲି କେନ୍ତା କର୍ ମି ଜିମି କି ନି ଜା ଏ ଫେର୍ ଗଲି ମନ୍ କେ ସାହାସ୍ କରି ହାତେ ଧରିକରି ଛତା ପିନ୍ଧି ଚପଲ୍ ଫିତା ପାଖ୍ କେ ଗଲି ଲୋକ ଟେ ପଡ଼ିଛେ ଛେତ୍ କା ,କନିଆଁ ସାଙ୍ଗେ ତାର୍ ପୁତା କାନ୍ଧି କାନ୍ଦି ହଉଛନ୍ ଅଥା
ପଚ୍ ରାଲି ବେଳେ କହୁଛନ ସବୁ କଥା
ଦେଖ୍ ଦେଖ୍ ବଳି କହେଲା ବେଲ୍ କେ ଲୁକ୍ ର କିର୍ ଲା ଗୁଗା, ରାସ୍ତାନେ ଟ୍ରକ୍ ଗୁଟେ କାର୍ ଉପରେ ଚଢ଼ି କରି ପୁରା କୁର୍ କୁଟା ଆରୁ ଇଦି ଯେ ଇ ମଦୁଆ ର ନାଟକ ଦେଖ ମଦ୍ ପିଇ କରି ସୁଇଛେ ଚ୍ଛେଟ୍ କା।
ଲିପ୍ସା ନାଥ ମିଶ୍ର
ସମଲପୁର