Sahitya Jibana

Portal on odia literature

କାଶ୍ମୀରୀ ସୈନ୍ଧର୍ଯ୍ୟ – ମନୋଜ କୁମାର ପଟ୍ଟନାୟକ

1 min read

କାଶ୍ମୀରୀ ସୈନ୍ଧର୍ଯ୍ୟ ମନ ମୁଗ୍ଧକର

ହିମାଳୟ ନାମେ କ୍ଷ୍ୟା lତ

ଭାରତ ମାତାର ସୁନାର ମୁକୁଟ

ସାରା ବିଶ୍ବରେ ବିକ୍ଷ୍ୟାତ

 

 

ପରବତ ରାଜ ହିମାଳୟ ଗିରୀ

ସରଗ ସୁଷମା ଧରି ରଖିଛୁ

ସୁହାଗ ସରଧା ବଢ଼ାଇବା ପାଇଁ

ହିମାଳୟ ପାଦେ ବିରାଜି ଅଛୁ

 

 

କାଶ୍ମୀରୀ ର ମାଟି ଖାଣ୍ଟି ସୁନା ଅଟେ

ଛୁଇଁବାକୁ ଦେବୁ ନାହିଁ

ଭାରତ ମାତାର ଶିର ଯେ ଅଟଇ

ଏ କଥା ଭୁଲିବା ନାହିଁ ।

 

ପୃଥିବୀର ସ୍ବର୍ଗ ଅଟଇ କାଶ୍ମୀର

ସେହି ତ ପବିତ୍ର ସ୍ଥାନ

ଲାଗି ରହିଥାଉ ସବୁବେଳେ

ଏହି ମୋର ମନ ପ୍ରାଣ

 

ଭାରତ ମାତାର ସମ୍ମାନ ପାଇଁ କି

ରଖିବୁ ଦେଶର ମାନ

ହିମାଳୟ ଗିରି ସେଠି ଅବସ୍ଥିତ

ବଢାଏ ଦେଶର ମାନ

 

ଭାରତ ର ଆମେ ଅସଂଖ୍ୟ ଶିଶୁ

ନୁହେଁ କେହି ଭିନ୍ନ ଭିନ୍ନ

କାଶ୍ମୀରୀ ସୀମାରେ ଜଗି ରହିଛନ୍ତି

ଭାରତ ର ବୀର ସୈନ୍ୟ ।

 

ମନୋଜ କୁମାର ପଟ୍ଟନାୟକ

ମୋବାଇଲ୍:-୯୯୩୭୩୦୭୮୫୭

ଗ୍ରାମ:- ରାଳବ

ବ୍ଲକ:- ହିଞ୍ଜିଳିକାଟୁ

ଜିଲ୍ଲା:- ଗଞ୍ଜାମ

ପିନ୍:- ୭୬୧୧୦୨

 

Leave a Reply