Sahitya Jibana

Portal on odia literature

ମା ତମେ – ବନବିହାରୀ ଦାଶ

1 min read

ମା ତୁମେ—‘
ମା ତୁମ ନାମ ଉଚ୍ଚାରଣ ରେ
ଶରୀରରେ ବଳର ହୁଏ ସଞ୍ଚାର
ବିପଦ ସଙ୍ଗେ ଲଢିବା ପାଇଁ
ଆତ୍ମବିଶ୍ଵାସ ମନରେ ଭରି ଯାଏ ।
ଆୟୁଷ୍ମାନ ଭବଃ ଆଶୀର୍ବାଦ
ପୂଜା ପାଠ ତମ ପାଲଟି ଯାଏ
ମୋର ରକ୍ଷା କବଚ।

ବନବିହାରୀ ଦାଶ
ଅମର କଣ୍ଟକ
ମଧ୍ୟ ପ୍ରଦେଶ
ଇ-ମେଲ :
banabihari1974@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?