Sahitya Jibana

Portal on odia literature

ଜନନୀ – ସନାତନ ମହାକୁଡ

1 min read

ଦୂରେ ଅଛି…
ଭୁଲି ନାହିଁ
ଏତେ ବଡ଼ ନିର୍ଦ୍ଦୟ ସମୟରେ।
ସୁସ୍ଥେ ଥାଅ
ଭଲ ଥାଅ
ଥାଅ ସାବଧାନେ,
ଯୁଦ୍ଧ ଶେଷେ ଦେଖାହେବ
ମୁକ୍ତ ଅଗଣାରେ।

ସନାତନ ମହାକୁଡ
ଗ୍ରାମ/ପୋ.ଅ- ବେରୁଆଁବାରୀ
ଜିଲ୍ଲା-ନୟାଗଡ-୭୫୨୦୮୨
ଦୂରଭାଷ:୦୯୩୩୯୬୧୦୧୬୮

Copyright © Sahitya Jibana | Newsphere by AF themes.
Open chat
Hello
How can you help we?