Sahitya Jibana

Portal on odia literature

ମମତାମୟୀ ଜନନୀ – ଇଂ ସରୋଜ ପଟ୍ଟନାୟକ

1 min read

ମାଲୋ ତୁହି ଜଗଦ୍ଧାତ୍ରୀ ଜନନୀ
ସର୍ବଶଂହାଲୋ ତୁହି ଶକ୍ତି ପ୍ରଦାୟିନୀ
ଧର୍ଯ୍ୟପାରବରେ ମା ତୂ କ୍ଷମାଦାୟିନୀ
ମାଲୋ ତୁହି ସ୍ନେହ ଭରା ତଟିନୀ.
ତୁହିଲୋ ମା ମମତାର ମନ୍ଦାକିନୀ
ସନ୍ତାନ ପାଇଁ ତୁହି ବାଶ୍ଚଲ୍ୟ ଦାୟିନୀ
ସୁଦୃଢ ଆଶ୍ରୟ ତୋର ସେ ପଣତ କାନି
ସବୁ ବାଧାବିଘ୍ନ ସହି ତୁହି ଶାନ୍ତି ପ୍ରଦାୟିନୀ.
ଜନ୍ମ ବେଦନା ସହୁ ଜନ୍ନଦାତ୍ରୀ ଜନନୀ
ପ୍ରଥମ ହସରେ ଲଭୁଶାନ୍ତି, ସୁଖପ୍ରଦାୟିନୀ
ସବୁ କଷ୍ଟ ପିଯାଉ, ଆଶାର କିରଣ ଦାୟିନୀ
ଦୁନିଆରବାଧକକୁ ଭେଦି ତୁହି ସଙ୍କଟ ନାଶିନୀ.
ସବୁ ଆଶା ପୂର୍ଣ୍ଣକରି ସଞ୍ଚାରୁ ସୁଖଶାନ୍ତି
କେବେ ମାଗିନାହୁଁ କିଛି ଧନ ସମ୍ପତି ଆଉ କରିଥାଉ ଆସାହେବ ଉନତି, ତୁହି ଶକ୍ତିପ୍ରଦାୟିନୀ
ପ୍ରଣାମ ଘେନଲୋ ମା ମମତାମୟୀ ଜନନୀ

ଇଂ ସରୋଜ ପଟ୍ଟନାୟକ
ଭୁବନେଶ୍ୱର ଖୋର୍ଦ୍ଧା
ହ୍ୱାଟ୍ସଆପ୍ ନମ୍ବର :
9438258215

Copyright © Sahitya Jibana | Newsphere by AF themes.
Open chat
Hello
How can you help we?