Sahitya Jibana

Portal on odia literature

ମା – ଶିବ ପ୍ରସାଦ ପାତ୍ର

1 min read

ଯିଏ ତୁମ ଜନ୍ମଦାତା
ସିଏ ତ ଠାକୁର
ଜନ୍ମେ ଜନ୍ମେ ଚିର ଋଣୀ
ତାଙ୍କରି ପାଶର

ଭୋକ ଲାଗିଲେ କାନ୍ଦି
ବୁକୁକୁ ଫଟାଇ
ଖାଦ୍ୟ ଭଣ୍ଡାରକୁ ଖୋଲିଦିଏ
ପେଟକୁ ପୂରାଇ

ନିଦ ଲାଗିଲେ ମତେ
କୋଳେ ତୋଳି ନିଏ
ଜନ୍ମଭୂମି ଠାରୁ ବଡ
ସ୍ବର୍ଗ ପରି ହୁଏ

ପିତାମାତା ବିନା ସେ ଯେ
ଆଉ ସରି କିଏ
ଚଳନ୍ତି ଠାକୁର ସିଏ
ଗୃହେ ଶୋଭାପାଏ।

ଶିବ ପ୍ରସାଦ ପାତ୍ର
କଟକ
ହ୍ୱାଟ୍ସଆପ୍ ନମ୍ବର :
9692015918

Copyright © Sahitya Jibana | Newsphere by AF themes.
Open chat
Hello
How can you help we?