Sahitya Jibana

Portal on odia literature

ଭରସା ପାଏନି ଏଠି – ସୁଦାମ ଦଳବରା

1 min read
photo lavender flower field under pink sky

Photo by David Bartus on Pexels.com

ପ୍ରକୃତିର ନିଳା ବିଚିତ୍ର ହେଲାଣି

ପୋକ ମାଛି ପରି ମଣିଷ ମଲେଣିଭାରସାମ୍ୟ ନାହିଁ ଆମ ପରିବେଶର ମଣିଷ କରୁଛି ତା’ର ଦୂରୂପଚାର ।।ନିଜ ସୁବିଧା ପାଇଁ ନିତି ଗଛ କାଟେଅମ୍ଳଜାନ ସଙ୍କଟକୁ ନିଜେ ସିଏ ଡାକେବର୍ଷାର ଅଭାବକୁ ସିଏ ବୁଝି ନପାରଇଖାଦ୍ୟର ସଙ୍କଟକୁ ନିଜେ ଡାକି ଥାଇ ।।ପରିବେଶ ସଚେତନତା ନାମରେ ମିଛ ପ୍ରଚାର କରୁଛିକୋଟି କୋଟି ଟଙ୍କା ସିଏ ମାରି ଖାଉଅଛିନିଜ ପାଇଁ ନିଜେ ସିଏ ବିପଦ ଡାକୁଛିବୁଝିବା ସୁଝିବାରେ ତ୍ରୁଟି ଯେ ରହିଛି ।। ଭରଷା ପାଏନି ଏଠି ନିଜର ଉପରେସକାଳ ଜୀବନ ଏଠି ଯାଉଛି ସନ୍ଧ୍ୟାରେନିମିଷକେ ଘଟିଯାଏ ଚାହୁଁ ଚାହୁଁ ସବୁପ୍ରକୃତି କୋପରୁ ନିଜେ କେମିତି ବଞ୍ଚିବୁ ।।ବେଳ ଥାଉ ସାବଧାନ ହୁଅ ହେ ମଣିଷନିଜକୁ ନିଜେ ବଞ୍ଚାଇ ନିଜେ ଆଗ ରଖଲୋକଟିଏକୁ ଗଛ ଟିଏ ଏହି ନାରା ଦିଅ ଅମ୍ଳଜାନ ସଂକଟରୁ ରକ୍ଷା ତୁମେ ପାଅ ।।@ଶ୍ରୀ ସୁଦାମ ଦଳବରାତୁରୁମୁ, ଭଞ୍ଜନଗର, ଗଞ୍ଜାମ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?