Sahitya Jibana

Portal on odia literature

କଳିଯୁଗେ – ପିଙ୍କୁ ରଣବିଡା

1 min read
seashore under white and blue sky during sunset

ଘୁର୍’ମୁସେଇ ହେଇ ପଡ୍’ବୁ ତଲେ
ନାଇଁ ଚାଲି ଜାନ୍’ଲେ ବାଟ୍,
ମୁନୁଷ୍ ଜୀବନ୍ ରଂଗ୍ ମଂଚ ଆଏ
ଚାଲିଛେ ଇନେ କେତେ ନାଟ୍ ।

ସତ୍’କଥା କହେଲେ ପାଏବୁ ବାଡି
ତଲେ ପଡ୍’ବୁ ମୁହୁଁ ମାଡି,
କିହେଁ ତତେ ଆହାଁ ନାଇଁ କରତ୍
ଟଏଟ୍ ଫାଟିଯିବା ରଡି,ରଡି ।

ଦେଖିକରି ଯଦି ଚୁପ୍’ଚାପ୍ ରହେବୁ
ଭଲ୍ କହେବେ ତତେ,
ନିଲଜ୍ ହେବାର୍’କେ ପଡୁଛେ ଇନ
ଯୁଗ୍ ବଦିଲିଗଲାନ ସତେ ।

ସତ୍’କଥା ଇହାଛେନେ ହଜିଗଲାନ
ମିଛ୍ ଦଗ୍’ଦଗ୍ ଜଲୁଛେ,
ଅସତିଆ ଲୁକର୍ ଠାଟ୍,ବାଟ୍ ଇହାଦେ
ଘାଏଁ ଘାଏଁ ବଢି ଚାଲୁଛେ ।

କଳିଯୁଗେ କଳିର୍ ଲିଲା ଖେଲା
ମୁନୁଷ୍’କେ ଘାଟିଁ ମାରୁଛେ,
ଲୋଭ୍ ,ଲାଲଚ୍ ପଏସା ,ଧନ୍ ସମ୍ପତି
ମୁନୁଷ୍’କେ ବାଏଁ କରିଛେ ।

ପିଙ୍କୁ ରଣବିଡା
ସମ୍ବଲପୁର,ଠେମରା
ହ୍ୱାଟ୍ସଆପ୍ ନମ୍ବର :
8117962677

Copyright © Sahitya Jibana | Newsphere by AF themes.
Open chat
Hello
How can you help we?