Sahitya Jibana

Portal on odia literature

ହୋଲିର ଶୁଭ କାମନା – ଅର୍ଜୁନ ସାହୁ

1 min read

ବସନ୍ତ ରେ ବକୁଳର ବାସନା
ଜଣାଊଛି ହୋଲି ଶୁଭକାମନା
ରାଧାମୋହନଙ୍କ ପାଦେ ମିନତି
ହଟି ଯାଉ ଦେଶୁ କରୋନା ଭିତି
ଓଠେ ଭରିଯାଉ ହସ
ରଙ୍ଗରେ ରଙ୍ଗରେ ପୁଲକିତ ହେଉ
ହସି ଉଠୁ ଆମ ଦେଶ,
ବସନ୍ତ ରେ ବକୁଳର ବାସନା
ଜଣାଉଛି ହୋଲି ଶୁଭ କାମନା।

ଅର୍ଜୁନ ସାହୁ
ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?