ମା ସମଲେଈଶ୍ୱରୀ – ଟୋନିସ ରୋହିଦାସ
1 min read
ମା ଗୋ ମା ମୋର ସମଲେଇ ତୋର
ପାଦେ କରୁଛେ ମୁଇ ଗୁହାରି।।
ନା ପାଇଛୁ ମା ଗୋ ମୋର ଇଷ୍ଟଦେବୀ ସମଲେଶ୍ୱରୀ ।।
ଯେତେ ଦୁଃଖେ ଥିଲେ ଯେତେ ଦୁରେ ଥିଲେ
ମା ଡାକି ଦେଲେ ତୋର ନା ଧରି ହେସୁଗୋ ସାହା।।
ଦୁଃଖ ବେଲେ ତୁଇ ଯଦି ସାହା ନାଇଁ ହେବୁ ଆଉ
କିଏ ହେବା ଗୋ ଆହା।।
ସମ୍ବଲପୁରେ ମା କରିଛୁ ତୋର ଦେଉଳ ।।
ଯିବି ଥରେ ଗୋ ଦେଖି ଆସବି ଦେଖି ତୋର ଦେଉଳ।।
ଡାକିଛେ ମା ଗୋ ଧରି ତୋର ନା
ସୁନିଜା ମା ମୋର ଦୁଃଖର ଗୁହାରି।।
ମହାନଦୀ ଖଣି ମା ରହିଛୁ ଦିସୁଛୁ କେତେ
ସୁନ୍ଦର,ମୋର ଦିନ ଯାଉଛେ ତୋର ନା ଧରି।।
ମା ଗୋ ମୋର ସମଳେଈଶ୍ୱରୀ
ମା ଗୋ ମୋର ସମଳେଈଶ୍ୱରୀ।।
ମନ୍ଦାର ଫୁଲେ ମା ତୋର ମନ
କାଇଁ କର୍ମୀ ମା ମୁଇ ଦୁନିଆର ଧନ।।
ତୋର ମହିମା ଥରେ ଲଗାଇ ଦେ ଜିମି ତୋର ଦେଉଳ।।
ତୁଇ ମା ସରସ୍ଵତୀ,ତୁଇ ମା ଆଦିଶକ୍ତି, ତୁଇ ବୈଷ୍ଣଦେବି,
ତୋର ମା ହଜାର ରୁପ ହଜାର ଦେଉଳ।।
କାଏ ନା ଧରି ଦାକବି ଗୋ ମା ତୁଇ ତ ମୋର
ମା ସମଳେଈଶ୍ୱରୀ।।
ସବୁ ବେଳେ ତୋର ଛତର ଛାୟା ଧାପି ରଖି ଥିବୁ ଗୋ କରୁଛେ ଗୁହାରି।।
ଜୟ ଜୟ ମା ସମଳେଈଶ୍ୱରୀ।।
ଟୋନିସ ରୋହିଦାସ
ପାମରା,ସୁନ୍ଦରଗଡ଼
ମୋ-୭୦୭୭୯୧୧୭୩୫