Sahitya Jibana

Portal on odia literature

ମାଷ୍ଟର ଗୋଟେ ଦରକାର୍ – ମାନସ ରଞ୍ଜନ ମିଶ୍ର

1 min read

କେତେ ଦିନ ଦୀନ ବନ୍ଧୁ ହେବ ପଥର
କି (୨)
କେତେ ଦିନ ଦୀନ ବନ୍ଧୁ
ରୋହିତ ମାଷ୍ଟର ପଳେଇ ଗଲେ ଏସେଇ ଡି ଏଇ ନେଇ ଗଲେ (୨)
ଲେଖା ଲୁଖି କରି ଯେତେ ଦେଲେ ଭୀ (୨)
ମାଷ୍ଟର ଗୋଟେ ନାଇ ଦେଲେ କି ,
କେତେ ଦିନ ଦୀନ ବନ୍ଧୁ ହେବ ପଥର
କି (୨)
କେତେ ଦିନ ଦୀନ ବନ୍ଧୁ…
ମୋର ନା ମାନସ ଭାଈ ଗୀତ ଗୁଟେ ମୁଇ ଦେଇଛେ ଗାଇ
ମୋର ଗାଁ ମହୁଲ ଯୋର ମୁଇ ଗୋଟେ ଭାଈ ପାଠଚୋର (୨)
ଛୁଆ ପିଲା କରି ଗୁହୁଡେ ଅଛନ୍ତ (୨)
କେନ୍ ଇସ୍କୁଲ ରେ ପାଠ ପଢିବି କି ,
କେତେ ଦିନ ଦୀନ ବନ୍ଧୁ ହେବ ପଥର କି(୨)
କେତେ ଦିନ ଦୀନ ବନ୍ଧୁ ।

ମାନସ ରଞ୍ଜନ ମିଶ୍ର
ମହୁଲ ଯୋର , କିଞିର୍ମା , ସୁନ୍ଦରଗଡ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?