Sahitya Jibana

Portal on odia literature

ମୋ ସପନ – ମାନସ ରଞ୍ଜନ ମିଶ୍ର

1 min read

ଏଇଟା ମୋର ଦେଶ ସରକାରୀ ଚାକିରିୟା ଭାବନ୍ତି ଏଠି କରିବୁ କେତେ ନାଟ ,
ଏମିତି ଚାଲେ ହାଠ ଦେଖିବା ଲୋକ ପିଉଛି ମଦ ସରିଲା ସବୁ ପାଠ ।୧।

ପଢ଼ି ପଢ଼ି ହେଲେ ପାଠୁଆ କେହି ପଛରେ ନାହିଁ
ମତି ଗତି ସବୁ ବୁଡାଇ ଅବାଟ ରେ ଚଳଇ ।
ପାଠ ପଢ଼ଥିବାବେଳେ ବିଦ୍ୟାଳୟେ ଚାକିରି ଥାଏ ବହୁତ୍
ପାଠ ସରିଗଲେ ଚାକିରି ନାହିଁ ବିଚିତ୍ର ଦୁନିଆ ଏତ ।୨।

ଭାବି ଥିଲି ଦିନେ ଏଇ ପୁଣ୍ୟ ଭୂମେ କରିବି ଦେଶ ସେବା ।
ଦେଖିଲି ଦୁର୍ନିତି ଅହା କି ଅଗ୍ରଗତି ସମସ୍ତେ କହନ୍ତି ନେବା
ନେଇ ନେଇ ସବୁ ବୁଡାଇ ଦେଲାନି ପାଉଅଛ ତମେ ପୂଜା
ପୂଜା ପାଇ କରି ଆଉ ଖୋଜୁଅଛ ଧନ୍ୟ ପ୍ରଭୁ ତମ ଧଜା ।୩।

ଭାବିଥିଲି ଦିନେ କରିବି ଚାକିରି ହେବି ଦିନେ ବଡ଼ ନେତା
ନେତା ହୋଇ ତମେ କି କାମ କରୁଛ ତୁମେ ପରେ ଯୁଗ ଜିତା
ଯୁଗ ଜିତା ହୁଏ ଦେଶ ସେବା କର କରୁଛି ମୁଁ ନିବେଦନ
ପାଏ ଆଶୀର୍ବାଦ ହୋଇ ଅପ୍ରମାଦ ଅବଶ୍ୟ ହୋଇବ ନିଦାନ ।୪।

ମାନସ ରଞ୍ଜନ ମିଶ୍ର
ମହୁଲଯୋର , ସୁୁୁନ୍ଦରଗଡ଼

Copyright © Sahitya Jibana | Newsphere by AF themes.
Open chat
Hello
How can you help we?