Sahitya Jibana

Portal on odia literature

ତିନୋଟି କବିତା – ସୁକାନ୍ତ ଖଣ୍ଡା

1 min read

ନଂ-୧
-ପଶୁ-
ପଶୁ ଜଗତରେ ଈଶ୍ବର ଇଛାରେ
ନିତି ଚାଲେ ଖୁସି ହୋଇ
ଈଶ୍ବର ବିରୋଧି କାମ କରେ ନାହିଁ
ପ୍ରକୃତିକୁ ଭଲ ପାଇ।
ନଂ-୨
-ଚଢେ଼ଇ-
ପ୍ରକୃତିକୁ ଭଲ ପାଉଥାଏ ବୋଲି
ଗଛକୁ ଲଗାଏ ନିତି
ଯାହା ପୃଥିବୀଟା ତିଷ୍ଟିକି ରହିଛି
ସବୁଜ ସୁନ୍ଦର ଛାତି।
ନଂ-୩
-ମାନବ-
ପ୍ରକୃତି ବିରୋଧେ ସବୁବେଳେ ଯାଇ
କନ୍ଦାଇ ଚାଲିଛି ସଦା
ନିଜେ ମରି ଆଜି ଅନ୍ଯକୁ ମାରୁଛି
ଈଶ୍ବରଙ୍କୁ ମାରି ବିଧା।
***

ସୁକାନ୍ତ ଖଣ୍ଡା

କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?