ସାଗର – ସୁରେଶ ଚନ୍ଦ୍ର ମହାନ୍ତ
1 min readସାଗର, ତୁମ ସହ ଦେଖା
ପହିଲି ଆଷାଢ଼ରେ
ଭାବି ଥିଲି ଦେଵି ଚୁମା
ତମେ କିନ୍ତୁ କଲ ମନା
ତଥାପି ଏ ଝରଣାର
ଜନ୍ମ ସାଗର ପାଇଁ
ମୃତ୍ୟୁ ବି ସାଗର ପାଇଁ !
ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, କେନ୍ଦୁଝର
Portal on odia literature
ସାଗର, ତୁମ ସହ ଦେଖା
ପହିଲି ଆଷାଢ଼ରେ
ଭାବି ଥିଲି ଦେଵି ଚୁମା
ତମେ କିନ୍ତୁ କଲ ମନା
ତଥାପି ଏ ଝରଣାର
ଜନ୍ମ ସାଗର ପାଇଁ
ମୃତ୍ୟୁ ବି ସାଗର ପାଇଁ !
ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, କେନ୍ଦୁଝର