Sahitya Jibana

Portal on odia literature

ସାଗର – ସୁରେଶ ଚନ୍ଦ୍ର ମହାନ୍ତ

1 min read

ସାଗର, ତୁମ ସହ ଦେଖା
ପହିଲି ଆଷାଢ଼ରେ
ଭାବି ଥିଲି ଦେଵି ଚୁମା
ତମେ କିନ୍ତୁ କଲ ମନା
ତଥାପି ଏ ଝରଣାର
ଜନ୍ମ ସାଗର ପାଇଁ
ମୃତ୍ୟୁ ବି ସାଗର ପାଇଁ !

ସୁରେଶ ଚନ୍ଦ୍ର ମହାନ୍ତ
ଲକ୍ଷ୍ମୀ ପ୍ରିଣ୍ଟର୍ସ, କୋଠାଘର, କେନ୍ଦୁଝର