Sahitya Jibana

Portal on odia literature

ଆମେରିକା – ସୁରେଶ ଚନ୍ଦ୍ର ମହାନ୍ତ

1 min read

ତମଠି ପ୍ରୟୋଗ ତମ ଅସ୍ତ୍ର
ପ୍ରତି କ୍ରିୟା ପରେ ଅନେଷଣ
ପଢିଲେକି ନିଜର ଚରିତ୍ର ?
ତଥାପି ଅଛି ସମୟ ଉଠ
ଖୋଲି ଦିଅ ନିଜ ଭଦ୍ରମୁଖା
ରୁହ ନାହିଁ ତମେ ନିଦ୍ରିତ
ପ୍ରାଚୀ ନଭେ ଉଇଁଲାଣି
ଦେଖ ବିପ୍ଲବୀ ସବିତା
ଜାଳି ବାକୁ ସନ୍ତ୍ରାସି କବିତା
କରି ବି ପରେ ସାଲିସ
ସମୟ ସାଥିରେ ଲାଡେନ
କିନ୍ତୁ ଦେବନି କ୍ଷମା ଇତିହାସ !

ସୁରେଶ ଚନ୍ଦ୍ର ମହାନ୍ତି
କୋଠାଘର, ପାଟଣା, କେନ୍ଦୁଝର

 [site_reviews_form id=”kmwybetw”]