Sahitya Jibana

Portal on odia literature

ଦୁଇ’କ’ ପଣିକିଆ ଗୀତ – ବୁଲୁ ବେହେରା 

1 min read

(1)-ଦୁଇ ଏକେ ଦୁଇ – ଦେଖିବୁ ଆରେ ଭାଇ l

(2)-ଦୁଇ ଦୁଗୁଣେ ଚାରି – ବିଲେଇ ଚାଟୁଛି କ୍ଷିରୀ l

(3)-ଦୁଇ ତିରିକି ଛଅ – ହାତରେ ବାଡି଼କୁ ଧଅ l

(4)-ଦୁଇ ଚଉକୁ ଆଠ – ବିଲେଇକୁ ଯାଇ ପିଟ l

(5)- ଦୁଇ ପଞ୍ଚା ଦଶ – ବିଲେଇ ହେଲା ଶେଷ l

(6)- ଦୁଇ ଷୋ’କୋ ବାର – ବିଲେଇଟିକୁ ତୁ ଧର l

(7)- ଦୁଇ ସତା ଚଉଦ – ଅଖାରେ କର ବନ୍ଦ l

(8) – ଦୁଇ ଅଷ୍ଟା ଷୋହଳ – ଚା’ ଫିଙ୍ଗିଦେବା ଚଞ୍ଚଳ l

(9) – ଦୁଇ ନୂଆଁ ଅଠର – ପ୍ରାୟଶ୍ଚିତ କର ପାପର l

(10)- ଦୁଇ ଦଶା କୋଡିଏ – ବ୍ରାହ୍ମଣ ଖୁଆ ଯୋଡିଏ l

ବୁଲୁ ବେହେରା 

ଇ-ମେଲ୍ – bulubehera660@gmail. com

କର୍ପୁର ନୂଆଗାଁ, ଆସିକା, ଗଞ୍ଜାମ