Sahitya Jibana

Portal on odia literature

କରୋନା ଓ ହୋଲି – ସମ୍ବିତ ଦାଶ

1 min read

 

ଫଗୁଣ ଆସିଛି ଅବିର ଆଣିଛି

ରଙ୍ଗର ପସରା ନେଇ,

କୋରୋନା ପାଇଁ ଦୋଳ ମେଲଣ

  ଗଲା ଦୂରେଇ ।

ରଙ୍ଗର ପରବ କୁ ନେଇ କଟକଣା

କଲେ ସରକାର,

କେତେ ବିଧି ବିଧାନରେ ମାସ ବାରରେ

ପରବ ହେଉଛି ତେର ।

ଦୋଳ ବିମାନ ଯାଉଥିବା ବେଳେ                                  ଶୋଭାଯାତ୍ରାରେ ଯିବା ମନା,

ସବୁରି ମୂଳରେ ହେଉଛି ଚାଇନା ର

  ଭାଇରସ କୋରୋନା ।

କୋରୋନା ଯେବେ ଆମ ଦେଶରୁ

   ଯିବ ଭାସି ପଳାଇ,

ସେବେ ରଙ୍ଗ ଖେଳିବାରେ ସାଙ୍ଗ

  ଆନନ୍ଦ ହୋଇ ।     

 

  ସମ୍ବିତ ଦାଶ

ପଲ୍ଲୀକଣ୍ଟା,ଏରସମା, ଜଗତସିଂହପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?