ମରୀଚିକା ପ୍ରେମ – ସସ୍ମିତା ବାରିକ
1 min readତୁମରି ପ୍ରେମର ଭଗ୍ନାଅଂଶରେ ଆଜି
ସାଜି ଅଛି ବିରହିଣୀ ।
ଅଣ ଦେଖା କରି ଚାଲି ଗଲ ତୁମେ ,
ପଛକୁ ନ ଟିକେ ବୁଲି !
ଛାଡି ଗଲ ତୁମ ଶ୍ରୀରଂଗ ପ୍ରେମକୁ ,
ନିର୍ଜନ ବେଳାର ଅନ୍ଧକାରରେ !
ତୁମ ସାଥେ ….
ତାଳ ଦେଇ ଚାଲିବା ପାଇଁ ମୁଁ
କେତେ ଭାବିଥିଲି
ମୋ ମନରେ… ।
ସସ୍ମିତା ବାରିକ
ଡେଲାଙ୍ଗ ,ପୁରୀ
ଇ-ମେଲ୍: Sasmita33053@gmail.com