ତିନୋଟି କବିତା – ସୁକାନ୍ତ ଖଣ୍ଡା
1 min read୧ମ କବିତା
ସାବୁନ
ନିଜେ ଧିରେଧିରେ ଶେଷ ହେଉଯାଏ
ଦୁନିଆକୁ ସ୍ବଚ୍ଛ କରି
ଦୁଃଖ କରେ ନାହିଁ ତ୍ଯ।ଗ ତା’ ମହାନ
ଯାଇଥାଏ ପଛେ ମରି।
୨ୟ କବିତା
ତେଲ
ମଞ୍ଜିର ହୃଦୟ ପେଶି ହେବା ପରେ
ଯେଉଁ ରସ ଆସିଥାଏ
ସିଏ ଦୁନିଆକୁ ମହତ କାମରେ
ସର୍ବଦା ଯୋଗେଇଥାଏ।
୩ୟ କବିତା
ଜଳ
ଜଳ ହିଁ ଜୀବନ ମହୀର ବହିରେ
ସ୍ନ।ନ ଶୌଚ ଆଦି ପାଇଁ
ସାବୁନ ତେଲକୁ ସହଯୋଗ କରି
ସେବାକୁ ଯୋଗାଉ ଥାଇ।
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ,ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮