ସାଧାରଣତନ୍ତ୍ର ଦିବସ – ରୀତା ଅପରାଜିତା ମହାନ୍ତି
1 min readଯେଉଁ ରାଜ୍ୟ ଲୋକମାନଙ୍କ
ଦ୍ୱାରା ଶlସିତ ହୁଏ ତାହା ଗଣତନ୍ତ
ଶାସନ ।
ସାଲ ଉଣେଇସ ମସିହା ଜାନୁଆରୀ -୨୬ ଦିନ ଆମ ଦେଶ ର ସମ୍ବିଧାନ
ରୂପ ରେଖ ପାଇଲା
ଡ଼ଃ ଭୀମରାଓ ଆମ୍ବେଦକର
ରୂପ ଦେଲେ ସମ୍ବିଧାନ ର।
ଆମେ ଶାସନ କରିବୁ ନିଜେ ନିଜକୁ
ସବୁଠି ଥିବ ଭାଇଚାରା ଭାବ
ନଥିବ ଅନ୍ୟାୟ କଷଣ।
ହେଲେ ଆମେ ଭୋଟ ଦେଲା ବେଳେ
ହେଉ ନାହିଁ ସଚେତନ।
ତେଣୁ ଦୁଃଖ ଭୋଗୁଛୁ
ଅନ୍ୟlୟ ଅନୀତି ର ହେଉ ଶିକାର
ଆମେ ସଚେତନ ଗଣ ହେବା
ଠିକ ନେତା କୁ ଗାଦି ରେ ବସେଇବା
ତେବେ ସାର୍ଥକ ହେବ ଆମ ଗଣତନ୍ତ୍ର
ଲୋକମାନଙ୍କ ପାଇଁ ନିର୍ବlଚିତ ହେବ
ଲୋକମାନଙ୍କ ଦ୍ଵାରା ନେତା ବଛା ହେବ
ସେ ଲୋକମାନଙ୍କ ଜନ ପ୍ରତିନିଧି ହେଇ କାର୍ଯ୍ୟ କରିବ। ଗଣତନ୍ତ୍ର
ସଠିକ ଭାବେ କାର୍ଯ୍ୟ କଲେ ।
ଭାରତ ର ବିଜୟ ରଥ କୁ କେହି ରୋକି ପାରିବେ ନାହିଁ।
ରୀତା ଅପରାଜିତା ମହାନ୍ତି
— ପ୍ଲଟ ନ -୮୩(ସି) ଆମ୍ରପଲ୍ଲୀ ଭୁବନେଶ୍ୱର -୨୧