Sahitya Jibana

Portal on odia literature

ସନ୍ଦେହ – ସୁରେଶ ଚନ୍ଦ୍ର ମହାନ୍ତ

1 min read

ଚିଠିଟିଏ ଲେଖୁଥିଲ
ତମେ ରାଇବଣରୁ
ଶହେ ରାଣ ପକାଇ
ଶିଶିର ବିନ୍ଦୁରେ
ଶୀତୁଆ ସନ୍ଧ୍ୟାରେ
ଦିଶୁଥିଲା ମୋତେ
ଜହ୍ନ ଆଲୁଅରେ
ମୋତେହିଁ ତା
ଉତ୍ତର ଦେବାକୁ !
ହେଲେ ତମେ
ତା ଉପରେ
କାହା ଠିକଣା
ଲେଖିଲ କେଜାଣି
ତମ କୁନି ଭଉଣୀ
ଏଡିକି ଚଗଲି
ମୋର ସନ୍ଦେହ
ଦେଇଗଲା ହସି ହସି
ବୋଧେ ଝରକା
ସେପ!ରି ଫଗୁଣକୁ !

ସୁରେଶ ଚନ୍ଦ୍ର ମହାନ୍ତ
କୋଠାଘର, ପାଟଣା, କେନ୍ଦୁଝର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?