Sahitya Jibana

Portal on odia literature

ଆ ବଳଦ ମତେ ଢୁସ୍ – ଦୟାନନ୍ଦ ଶବର

1 min read

ନବୀନ ବାବୁ ଖୋବ ବଡ଼ ଧନୀ
ନବୀନ ବାବୁଙ୍କର ଦୁଇଟା ଟୁକେଲ ,
ଗୁଟେ facebook ନେ ଲଟରପଟର ହେଇ କରି ଉଧୁଳିଆ ପଲାଲା, ତାର ସାନ ଟୁକେଲ ପିଙ୍କି, ଭୁବନେଶ୍ୱର ଥି +୩ରେ ପହେଲା ନମ୍ବର ରେ ପାସ କଲା,ଆଉ ଘରେ ହେନ୍ତା ସୋଯ ବସି ରହେଲା
ହେନ୍ତା ଘରେ କେତେ ରହେବା ଦିନେ facebook ଖୁଲି କରି
facebook ନେ ପ୍ରେରଣା ମୂଳକ, ଶିକ୍ଷା ମୂଳକ ପୋଷ୍ଟ ମନେ କରି ବସଲା, ହେନ୍ତା ଚାଲୁ ଥେ facebook ଚଲା କେତେ ଦିନ

ଇଆଡେ ତାର ବୁଆ ନବୀନ ବାବୁ ପିଲା ଖୁଜୁଛନ ବିହା କରି ଦେମୀ ଆମର୍ ପିଙ୍କି କେ ବଲି, ହେଲେ ପିଲା ନି ମିଲବାର ଇଆଡେ ପିଙ୍କି ବୁଢ଼ୀ ହେ ତେଲ ଜଉଛେ, ପିଲା ମନେ ଟୁକେଲ facebook whatsapp ଚଲାସୀ ବଲି
କିହେ ପସନ ନି କରବାର, ଗୁଟେ ମଧୁଆ ପିଲା ରାଜୁ ପଇସା ଲାଲଛ ଥି ବିହା ହେବାର କେ ରାଜି ହେଇ କରି ପିଙ୍କି କେ ବିହା ହେଲା ବିହା ବର୍ପଣ ସରଲା ପରେ ,ରାଜୁ , ଦିନେ ମଧୁଆ ମାନକର ସଂଗେ ମଦ ପିଉ ଥେ ମଦ ପିଲେ କେତେ କଥା ବାହାରସି ହେନ୍ତା କଥା ଟେ ବାହାର ଲା ଯେ facebook ଚଳୁଥିବାର ଟୁକେଲ ମନେ ଖୋବ ବିଗଡ଼ି ଗଲେ ନ , ନ ଆଜି କାଲି
ଯେ ଜାହାକେ ଜାଣା ପଠେଇ ପାରଲା ପଠଉଛେ ଯେ ଯେନ୍ତା କମେଣ୍ଟ କରୁଛେ, ଏନ୍ତା କଥା ବାର୍ତା ଚାଲ୍ଲା, ରାଜୁ ର ମଧୁଆ ସାଙ୍ଗ ପିଙ୍କୁ କହେଲା କାଲି ଗୁଟେ ଟୁକେଲ ସଂଗେ କଥା ହେନି ବୋ ସେ ଟୁକେଲ ଚାଲ ଭାଗମା ବଲି କହୁଛେ ଦେଖ ତାର ଫୋଟୋ ବଳି କରି ସବକେ ଦେଖେଇ ଦେଲା , ଆଉ ତାର ନା ରିଙ୍କି ଆଏ ବଳି କହେଲା, ସଭେଁ ଦେଖଲେ ମସ୍ତ ଅଛେ ଵୋ କହେଲେ ରାଜୁ ବି ଦେଖଲା ,କମେଣ୍ଟ ମନେ ବି ଦେଖେଇ ଦେଲା
ରାଜୁ ତାର କନିଆଁ ର ଫୋଟୋ ଦେଖି କରି ଚମକି ପଡଲା

ରାଜୁ ର କନିଆଁ ବି facebook chalasi ରାଜୁ ଇ କଥା ଆଘୋ ନୁ ଜାନିଛେ ତ ରାଜୁ ର ରକତ ଗରମ ହେଇ ଗଲା ମୋର କନିଆଁ ମତେ ଧୋକା ଦେଉଛେ ବଳି ଚୁପଚାପ ମଦଭାଟି ନୁ ସିଧା ଘର କେ ଛୁଟଲା ରଡ଼ ଗୁଟେ ଧରି କରି, ଘର କେ ଗଲା ଆଉ ପିଙ୍କି କେ କିଛି ନି କହି କରି ମଦର ସୁରେ ରଡ଼ ଭୂଷି ଦେଲା ପିଙ୍କି ଛଟପଟ ହେଇ କରି ମରି ଗଲା , ପିଙ୍କି ବିଚାରି ଏତେ ଭଲ ଟୁକେଲ ବିନା ଦୁସେ ତାର ଜୀବନ ଗଲା ସେ ବିଚରି କିଛି ବି ଭୁଲ ନି କରି ଥେଇ

ତାର facebook ନୁ କେ ଗୁଟେ ଫୋଟୋ ନେଇ କରି fake id ବନେଇ କରି ପିଲା ମନକୁ ଭକୁଆ ବନଉ ଥେ ଇ କଥା ରାଜୁ ବି ଜାନି ନି ପାରି କି ସେ ପିଙ୍କି ବି ନି ଜାନି ଥେଇ,

ସଭେଁ ସାବଧାନ ହୁଅ

ଟୁକେଲ facebook,whatsapp ଚଲଉଛେ ବଲି ଜାନଲେ ସେ ଘର କେ ଆଉ ଟୁକେଲ ନି ଦେଖି ଯିବାର ନ କେନ୍ତା ଟା ନି କେନ୍ତା ଟା ହେଇ ଥିବା ବଲି, ତାକର ଚାଲି ଚଲନ କେନ୍ତା ଥିବା ହେନ୍ତା କଥା ଭାବି କରି,

ହେତିର ଲାଗି ମୋର facebook ର ସବୁ ଭାଇ ବୁହେଁନ, ବନ୍ଧୁ ମାନକୁ ମୋର ଛୋଟ ବିନତି Facebook ,whatsapp, …. Used କଲେ ଭଲ ଭଲ ଜିନିଷ ପୋଷ୍ଟ କରୁଥିଲେ ବି, ଭଲ ଜିନିଷ share କରୁଥିଲେ ବି, ଭଲ ଭଲ କମେଣ୍ଟ କରୁଥିଲେ ବି
ସବକର ନଜରିଆ ସମାନ ନି ଥେ , ଗଲତ ବି ଭାବବାର ଲୋକ ବହୁତ ଥିସନ ଦେଖି କରି, ଆଉ ନିଜର ଫୋଟୋ କେ ନେଇ କରି ମିସused କରସନ,
ଆଉ ଏନ୍ତା ପରିସ୍ଥିତି ସାମ୍ନା କରବା କେ ପଡି ପାରେ, ହେତିର ଲାଗି ଦେଖି ଚାହିଁ Facebook, WhatsApp used କରୁନ

ମୁଇ କାହାକେ ଆକ୍ଷେପ କରି ଦୁଃଖ ପୁହୁଚାବାର
କେ ନି ଲେଖି ଲୋକ ବୁଝବେ ଆଉ ସତର୍କ ହେବେ ବଲି
ଇ କଥାନି ଲେଖିଛେ, ଭୁଲ ଥିଲେ କ୍ଷମା କରବେ, ଧନ୍ୟବାଦ

ଦୟାନନ୍ଦ ଶବର
ନୂଆପଡା
ଇ-ମେଲ୍ :
dayanand561991@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?