ସୁନ୍ଦର,ସଂସ୍କ।ର ଓ ମରଣ – ସୁକାନ୍ତ ଖଣ୍ଡା
1 min readଗୀତା ଖୁବ୍ ସୁନ୍ଦର ତଥାପି ଆହୁରି ସଜେଇ ହୁଏ। ତାର କୌଣସି କାମ ନାହିଁ। ରାତି ପାହିଲା ତ ନିଜର ଦେହକୁ ସଜାଡିଥାଏ। ଏମିତି ଅଳ୍ପ ବୟସରୁ କାମରେ ନିଜକୁ ନିୟୋଜିତ କଲା ତ ତାହା ଅଭ୍ଯ।ସରେ ପରିଣତ ହୋଇଗଲା। ସେ ପାଠକୁ ଦୂରକୁ ଫିଂଗିଲା। ଭଲ ଗୁଣ ବିନା କୁସଂସ୍କ।ରି ହୋଇଗଲା। ତାକୁ ଘର ଲୋକେ ବିରୋଧ କଲେ ହେଲେ ଫଳ ଶୂନ।
ଆଜି ଗୀତା ବଡ଼ ହୋଇ ଗଲାଣି। ହୃଦୟରେ ଜାଗି ଉଠିଲାଣି କାମନାର ଢେଉ। ସେ ତ କହିବାକୁ ଡରୁଛି ଏହା ପୁଣି ଜଣେ ଝିଅର ଲଜ୍ଜ। ହୋଇଥାଏ ତଥାପି ସେ ଦେଖେଇ ହୁଏ। ସୁନ୍ଦର ଯୁବକ ଦେଖିଲେ ଅଙ୍ଗଭଂଗୀ କରି ଆକୃଷ୍ଟ କରେ। ସେ ଆଜି ଲଜ୍ଜ।କୁ ବି ଦୂରକୁ ଫିଂଗିଲା। କେଉଁ ଯୁବକର ସହିତ ହାତ ମିଳାଇଲା ତ ସେ ଲୁଚିଲୁଚି ଫୋନ କଲା। ଏ କଥା ଘର ପରିବାରଙ୍କ କାନକୁ ବି ଗଲା। ସଂସ୍କରହୀନତା କାରଣରୁ ବେଳୁବେଳ ଉତଶୃଙ୍ଖଳିତ ହୋଇଗଲା। ସେ ଜଣେ ନୁହେଁ କି ଦୁଇଜଣ ଏକାଧିକ ଯୁବକ ସହ ସମ୍ପର୍କ ରଖିବାରୁ ସବୁ ଯୁବକ ଯେଉଁ ଭାବରେ ଭଲ ପାଉଥିଲେ ଏଥିରୁ ନିବୃତ୍ତ ରହିଲେ। ସେମାନେ ବୁଝିଗଲେ ଗୀତାର ସଂସ୍କ।ର ସମ୍ଵନ୍ଧରେ ତ ସଭିଏଁ ଦିନେ ଏକତ୍ର ହୋଇ ଗୀତାକୁ ଡାକିଲେ।
ଗୀତାର ବି ଭାରି ଆନନ୍ଦ ଯେ ସେ ହରେକ ଯୁବକ ତାକୁ କୋଳେ ଆଦର କରୁଛଂତି। ସେ ଦିନ ଥିଲା ମକର ଯାତ୍ର। ଭୀମକୁଣ୍ଡ ବୁଲିବା ବାହାନାରେ ଡାକିଲେ। ଭୁରି ଭୋଜନ ଖୁଆଇ ଗୀତାର ହୃଦୟକୁ ଜିତିଲେ। ସେମାନେ ଭୀମକୁଣ୍ଡରେ ବୁଲାଇ ନିଛାଟିଆ ଦେଖି ସବୁ ଯୁବକ କାମନା ଜ୍ଳାଳାରେ ମାତିଲେ। ଗୀତା ବି ହୃଦୟ ଦେଖାଇଲା। ମନା ନ କରି ସହମତିରେ ହେଲା ତ ଦଶ ପନ୍ଦର ଯୁବକ ମାଡି଼ ବସିଲେ। ଜଣ ପରେ ଜଣେ ଦୀର୍ଘ ସମୟ ଚାଲିଲା। ଏବେ ଗୀତାକୁ କଷ୍ଟ ଅନୁଭବ ହେଲା ତ ଅନୁରୋଧ କଲା ନିବୃତ୍ତ ହେବାକୁ ହେଲେ କାମନାରେ ମଗ୍ନଥିବା ସଭିଏ ଛାଡ଼ଂତି ବା କାହିଁକି?
ପୂରା ଦିନଟା କଟିକଲା। ଗୀତା ପାଣି ପାଣି କହିଲେ ମଧ୍ଯ କେହି ଶୁଣିଲେ ନାହିଁ। ଧୀରେଧୀରେ ଗୀତା ଚେତାଶୂନ୍ଯ ହୋଇଗଲା। କାଳେ ଗୀତା ମରିଯିବ ଭାବି ଡର ଓ ଭୟରେ କିଏ କୁଆଡେ ଚାଲିଗଲେ। ଗୀତାର ଯେବେ ହୋସ ଆସିଲା ରାତି ଅନେକ। ସେ ବହୁ କଷ୍ଟରେ ଦୀର୍ଘ ବାଟ ଚାଲିଚାଲି ଆସିଲା ତ ଘର ଲୋକେ ବୁଝି ଜାଣିଲେ ଅସଲ କାରଣ। ସଭିଏଁ ଗାଳି ସହ ମାଡ଼ ଦେବାକୁ ଭୁଲିଲେ ନାହିଁ। ଗୀତା ତ ବହୁ କଷ୍ଟ ପାଉଥିଲା। ସେ ଏବେ ଏହି କଷ୍ଟ ବେଡି଼ ଉପରେ କୋରଡା଼ ସଦୃଶ ହେଲା ତ ନିଜର ଓଢ଼ଣୀକୁ ଫ୍ଯ।ନରେ ଲଗେଇ ଆତ୍ମହତ୍ଯ। କଲା।
ଏ କଥା ପ୍ରଘଟ ହୋଇଗଲା। ପୋଲିସ ଆସି ଶବକୁ ପୋଷ୍ଟ ମଟମ କରି ଜାଣିଲା କି ତାକୁ ଧର୍ଷଣ ହୋଇଛି। କିଂତୁ ଅସଲ ଆସାମୀ ଜଣା ନାହିଁ ତ ପୋଲିସ ଖୋଜିବା ଆରମ୍ଭ କରିଛି। ସତରେ ସୁନ୍ଦରତା କିଛି ଭୁଲ ନାହିଁ ହେଲେ ନିଜକୁ ସଂସ୍କାର ନ ଆଣିବ ତ ମରଣକୁ ସ୍ବ।ଗତ କରିବ। ଏ କଥା ଗୀତାର କର୍ମ ଓ ଚରିତ୍ରରୁ ଜଣା ପଡୁଛି। ହେ ଆଜିର ନାରୀଜାତି ଏବେଠୁ ସଜାଗ ହେବାକୁ ଭୁଲିବେନି କିଏ ଜାଣେ ଆଜିର ସୌନ୍ଦଯ୍ଯ କାଲିକୁ ମରଣ ମୁଖକୁ ଟାଣି ନ ନେବ?
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ,ଜି-କେନ୍ଦୁଝର ପି-୭୫୮୦୨୮
ଇ-ମେଲ୍ :
khandasukanta@gmail.com