Sahitya Jibana

Portal on odia literature

ଆକାଂକ୍ଷା – ମାନସ ଜେନା

1 min read

ହେ ମୋର ସଫଳ ନାୟିକା!
ତୁମ ଆଖିର ସେ ନୀଳ ସାଗରରେ
ଇଚ୍ଛା ହୁଏ ହଜିବାକୁ
ତୁମ ଓଠର ସେ ପ୍ରୀତି ଚୁମ୍ବନରେ
ଇଛାହୁଏ ଭିଜିବାକୁ
ତୁମ ଦେହର ସେ ଫୁଲ ବଗିଚାରେ
ଇଛାହୁଏ ପ୍ରଜାପତିଟିଏ ହୋଇ
ଉଡିବାକୁ
ତୁମେ ସ୍ୱର୍ଗର ଅପସରି ନା
ଜହ୍ନ ରାଇଜର ପରି
ପାଖରେ ନଥିଲେ ବି
ଇଛାହୁଏ ତୁମ ଜୀବନରେ
ସାଥିଟିଏ ହୋଇ ରହିବାକୁ

ମାନସ ଜେନା
ପଧାନପଡା, ବନ୍ତ, ଭଦ୍ରକ
ଇ-ମେଲ୍: manasranja14901@gmail.Com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?