Sahitya Jibana

Portal on odia literature

ନାରୀ – ଶୋଭାଗିନୀ ନନ୍ଦ

1 min read

ନାରୀ‐ଅମ୍ଳାନ ଗଙ୍ଗୋତ୍ରୀର
ପୂର୍ଣ୍ଣତୟାତଟିନୀ ଝରିଝରି ଯାଉଥିବା
ଝରଣାର ସୁଳଳିତ ରାଗିଣୀ ସେତନାରୀ

ଜ୍ଯୋତ୍ସ୍ନା ଚର୍ଚିତ ଫଲ୍ଗୁଭିଜା
ରଜନୀ ଗନ୍ଧେ ଭରା ସୁରଭିତ ଜାମିନୀ ।
ନାରୀ ‐‐ ସେତ ନାରୀ ସେତଅପରୂପା
ସୌନ୍ଦର୍ଯ୍ଯର ବିନ୍ଧାଣୀ
ଭଗନୀ ଜାୟା ଜନନୀ ଭଗନୀରେ
ଢାଳିଦିଏ ସ୍ନେହ ପ୍ରୀତିର ଡୋରି
ଜାୟା ରୂପେ ସେ ପ୍ରେମର ବୈତରଣୀ ।

ଜନନୀରରୂପନେଇ ବାସଲ୍ଯତାରେ
ସାଗରନନ୍ଦିନୀ ସେତନାରୀ ।

ନାରୀପୁଣି ଅନେକରୂପରେ
ପ୍ରେମଯଦିକରିପାରେ
ପ୍ରଜାପତିର ଶପ୍ତରଙ୍ଗେ ନିଜକୁ ସଜାଇ
ପୁଣିବାତ୍ସଲ୍ଯତାରମଞ୍ଜି ବୁଣିଦେଇ
ସେପୁଣି ଅନ୍ୟାୟରପ୍ରତିକାରକରେ
ବୀରାରମଣୀର ସାହସିକତାରେ

ସଂହାର କାରିଣୀ ହିଂସା ପରାୟଣୀ
ଫୁଲ୍ ନ ବୀରାଝାନସୀରରୂପରେ
ସେତନାରୀ ।

ଶୋଭାଗିନୀ ନନ୍ଦ
ଜୟପୁର [କୋରାପୁଟ]

Copyright © Sahitya Jibana | Newsphere by AF themes.
Open chat
Hello
How can you help we?