Sahitya Jibana

Portal on odia literature

କାର୍ତ୍ତିକ ମାହାତ୍ମ୍ୟ – ସୌମ୍ୟ ରଞ୍ଜନ ତ୍ରିପାଠୀ

1 min read

ଦଶରା ଯାଇକରି ଆଏଲା କାର୍ତ୍ତିକ୍
ପୁଇନ୍ ମାସ୍ ଆମର୍
ସକାଲୁ ଗାଧି ପୁଜା କରୁଛନ୍
ସବୁ ସହି ଶୀତ୍ କାକର୍ ।୧।
ଆଏଁସ୍ ବିଷର୍ କେ ପାସରି ମାସେ
ଖାଉଛନ୍ ସାଧା ସିଧା
ପୁରାନ୍ ପାଟ୍ ଥି ଗରଜି ଯାଉଛେ
କୃଷ୍ନ କୃଷ୍ନ ରାଧା ରାଧା ।୨।
ଭାବ୍ ଭକତି ଥି ପୁଜା କରୁଥିଲେ
ନାଇନ ଯମ୍ କେ ଡ଼ର୍
ନାଇ ଥିଲେ ଭକ୍ତି କାହି ତୋର୍ ମୁକ୍ତି
ଯମପୁର୍ ବାଟ୍ ଧର୍ ।୩।
ଦୁଃଖି କେ ଯଦି ତୁଇ କରୁଥିବୁ
ଦାନ୍ ପୁଇନ୍ ଯେଭେ
ଧୁପ୍ ଦୀପ୍ ଦେଇ ପୁଦା ନାଇକଲେ ବି
ଯମ୍ ନାଇ ନିଏ କେଭେ ।୪।
ଭଲ୍ ମନ୍ଦ୍ ଭାବି ପୁଜା ପାଟ୍ କଲେ
ମାହାପୁରୁ ଦେବାରେ ଶରନ୍
ଭଲ୍ ମନ୍ଦ୍ ଭାବି ପୁଜା ନାଇକଲେ
ବେକାର୍ ମୁନୁଷ୍ ଜୀବନ୍ ।୫।

ସୌମ୍ୟ ରଞ୍ଜନ ତ୍ରିପାଠୀ (ଲବଣୀ)
ଠିକଣା
ଟେଙ୍ଗରା ପଥର,ଲୁହାସିଂହା,ଖପ୍ରାଖୋଲ,ବଲାଙ୍ଗିର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?