ଶିଶୁ ଦିବସ – ଅଭିମନ୍ୟୁ ପ୍ରଧାନ
1 min readନଭେମ୍ବର ମାସ ଚଉଦ ତାରିଖ ସବୁଠାରୁ
ପ୍ରିୟ ପୂଣ୍ୟ ତିଥୀ ଏ ଜନ୍ମ ଦିବସ
ଏହି ଦିନେ ଚାଚା ଜନ୍ମ ନେଇଥିଲେ
ଶିଶୁଙ୍କୁ ସେ ଭାରି ଭଲପାଉଥିଲେ।
ସର୍ବଦା ସତ୍ୟ କହି ଚାଲିଥିଲେ
ସତ୍ୟ ଧର୍ମ ର ବିଚାର
ଦେଶର ଭବିଷ୍ୟତ ଏ ଶିଶୁ ଗଣ
ସଭିଏଁ ତାଙ୍କୁ କର ଆଦର ।
ପଣ୍ଡିତ ନେହେରୁ ଏ ପୁଣ୍ୟ ପରଷ
ଦେଶ ଭିତରେ ବଢ଼ିଲା ଯଶ
ହଟି ଯାଉ ଶିଶୁ ଶ୍ରମିକ ପ୍ରଥା
ଗାଅ ଜନତା ସଦା ଏ ଜୟ ଗାଥା ।।
ଅଭିମନ୍ୟୁ ପ୍ରଧାନ
ଶକୁନ୍ତଳାପୁର, ବଡ଼ଚଣା, ଯାଜପୁର
ଇ-ମେଲ୍ ଠିକଣା :-
Abhimanyu90@gimall.com