Sahitya Jibana

Portal on odia literature

କୁନି କୁନି ଶିଶୁ ଆମେ – ଶୈଳାଧିରାଜତନୟା ଶତପଥୀ

1 min read

କୁନି କୁନି ଶିଶୁ ଆମେ
ସରଗର ତାରା,
ଅମୃତ ସମାନ ଆମେ
ଜୋଛନା ର ଧାରା ll
ସୁବାସିତ କଳି ଆମେ
କାଲିର ସୁମନ,
ମହକାଇ ଯିବୁ ସଦା
ସଭିଙ୍କ ଜୀବନ ll
ନିଜ ହାତେ ଗଢ଼ିଯିବୁ
ସୁନାର ଭାରତ,
ହସି ହସାଇବୁ ଆମେ
ଏ ସାରା ଜଗତ ll

ଶୈଳାଧିରାଜତନୟା ଶତପଥୀ
(ଓ. ଇ. ଏ ସ. 2)ପ୍ରଧାନ ଶିକ୍ଷକ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ 8, ଭୁବନେଶ୍ୱର
ଇ-ମେଲ୍ ଠିକଣା :
sailadhi82@gmail.com
ହ୍ୱାଟ୍ସଆପ୍ ନମ୍ବର:
8895494113

Copyright © Sahitya Jibana | Newsphere by AF themes.
Open chat
Hello
How can you help we?