Sahitya Jibana

Portal on odia literature

ଶିଶୁ ଦିବସ – ଅବନୀ କାନ୍ତ ସାହୁ

1 min read

ହେ ରାଷ୍ଟ୍ରଭକ୍ତ,ହେ ଦରଦୀ ଜନନାୟକ
ସ୍ୱାଧୀନଭାରତର ଉତ୍ତର ଦାୟାଦ ତୁମେ
ହେ ସଂଗ୍ରାମୀ ଯୋଦ୍ଧା,ଭୋଗିକାରାବରଣ
ଶିଖାଇଛ ତ୍ୟାଗ ସାଧନା ଉଦ୍ୟମ ସଂକଳ୍ପ
ଶିଶୁମୁଖେ ଫୁଟାଇଛହସ,ଗୋଲାପ ରହିଛିସ୍ମୃତି
ଆଜିର ଶିଶୁ କାଲିର ନାଗରିକ ଜାଣିଥିଲ ଏହା
ଗଢ଼ିବେ ସୁନାର ଦେଶ,ଧନ୍ୟ ତବ ଦେଶଚିନ୍ତା
ଦେଖାଇଛ ପ୍ରଗତିବାଟ ହେ ଭାରତର ନବନିର୍ମାତା
ବିଶ୍ୱେ ଭାରତସ୍ଥାନ ତୁମେ ରଖିଲ ଉର୍ଦ୍ଧ୍ବରେ
ବିଚରା ଦଳିତ ଦୁର୍ଗତଙ୍କ ଥିଲଆଶା ଓ ଭରସା
ହେ ବିଶ୍ୱନେତା ତୁମେ ମାନବଜାତି ମୁକ୍ତିଦାତା
ତୁମ ଆଦର୍ଶମାନିବୁ ହେ ଶାନ୍ତିମୈତ୍ରୀପ୍ରୀତି ଦାତା।

ଅବନୀ କାନ୍ତ ସାହୁ
ଦେଉଳୀ, ବରଗଡ଼

Copyright © Sahitya Jibana | Newsphere by AF themes.
Open chat
Hello
How can you help we?