ଶିଶୁ ଦିବସ – ଶୋଭାଗିନୀ ନନ୍ଦ
1 min readମନେପଡେଆଜି
ଗୋଟିଗୋଟିହୋଇ
ସେହିମହାନ ନେତାଙ୍କ ବାଣୀ
ହସିକହୁଥିଲେ ତାଙ୍କ ମନରକାହାଣୀ
ମରିବାକୁ ଚାହେଁମୁଁ ତୁମରିଭୁବନେ
ବଞ୍ଚିବାକୁ ଚାହେଁମୁଁ ଶିଶୁଙ୍କଗହଣେ
ସତରେଝରିପଡୁଥିଲା ମୁଖରୁ
ଶିଶୁଙ୍କପାଇଁ ସେହିଜ୍ଯୋତ୍ସ୍ନାରରୋଷନୀ ।
ଶୀଶୁ ଙ୍କ ପାଇଁଏ ପବିତ୍ର ବେଳାରେ ତୁମଜନ୍ମଦିନ ଶିଶୁଦିବସ ନାମେ ଉତ୍ସର୍ଗକଲ ନିସ୍ବାର୍ଥ ହୋଇ
ତୁମଜନ୍ମ ଦିନର ସ୍ନେହ ପ୍ରେମ
ଶିଶୁଙ୍କ ଉପରେ ଆଶିଷର ବାରୀ ଢାଳିଦେଲ ।
ଶିଶୁମାନଙ୍କର ମଙ୍ଗଳସକାଶେ
ଦେଲମୁଖେହସ କହିଗଲ
ଶିଶୁହସିଲେ ଦୁନିଆ ହସେ
ତାରକାଗହଣେ ଜହ୍ନ ଝଲସେ ।
ନାନାରଙ୍ଗ ବିରଙ୍ଗେ ଉଦ୍ୟାନ
ସୁମନରେ ମହକିଉଠିଲା
ପିଲାଙ୍କ ଚାଚା ଡାକରାରେ
ଭାରତଭୂମି ହସିଉଠିଲା ।
ନେହେରୁ ଶିଶୁଙ୍କଭିତରେଶିଶୁ
ତାଙ୍କଭାଷଣରେ କହିଚାଲିଥିଲେ
ଶିଶୁତୁମେମୋ ହ୍ରୁଦୟବନଝରଣା
ଗପିବାରେଭଲଲାଗେ
ବ୍ରୁଦ୍ଧାବସ୍ଥା ଭୁଲିଯାଏ
ତୁମେମାନେ ମୋର ମନକାନନର
ସେହି ଲାଲ୍ ଗୋଲାପ ବର୍ଣ୍ଣା ।
ଶିଶୁଦିବସର ପବିତ୍ର ବେଳାରେ
ହେମହାନ ଆତ୍ମା ଭାରତମାତାର
ପ୍ରିୟଜବାହର ତୂମେ ସ୍ବରୁପା
ମୋତୀଙ୍କ ଗଳାରହାର ।
ତୁମେ ସ୍ବାଧୀନ ଭାରତର
ପ୍ରଥମ ପ୍ରଧାନ ମନ୍ରୀ ହେ
ଅମର ଆତ୍ମା ଘେନ ମମପ୍ରଣାମ ା
ଶୋଭାଗିନୀ ନନ୍ଦ
ଜୟପୁର [କୋରାପୁଟ]