Sahitya Jibana

Portal on odia literature

ଶିଶୁ ଦିବସ – ଇଂ ସରୋଜ ପଟ୍ଟନାୟକ

1 min read

ସତ ପ୍ରଣାମ  କରେ ତୁମକୁ,
ଆହେ ଯୋଗଜନ୍ମା ମହାପୁରୁଷ.
ସ୍ୱାଧୀନତା ଆଣିଥିଲ ସବୁରି ସାଥେ,
ପ୍ରଥମପ୍ରଧାନମନ୍ତ୍ରୀ  ପାଇଥିଲା ଦେଶ.
ତୁମର ସୁଯୋଜନା ଆଣୁଥିଲା ଯଶ,
ଦେଶବାସୀ ମୁଖେ ଖେଳୁଥିଲା ହସ.
ଶାନ୍ତି  ପ୍ରଗତି ଥିଲା ତୁମ ମୂଳମନ୍ତ୍ର,
ଅଗ୍ରଗତି କରୁଥିଲା ଏଇପଥେ ଦେଶ.
ନିବିଡତାରେ ଭଲପାଉଥିଲେ ଶିଶୁଙ୍କୁ, କହୁଥିଲେ ଶିଶୁ ଦେଶର ଭବିଷ୍ୟତ.
ଗଢିବେ ସେମାନେ ଆଣିବେ ଯଶ,
ଶିଶୁ ଉନ୍ନତିରେ ବଢିବାହିଁ ଦେଶ.
ଆଦରରେ ନାମ ଥିଲା ପିଲାଙ୍କପାଇଁ, ଚାଚାନେହେରୁ, ହେଉଥିଲେ ହରଷ.
ସେଇଦିନୁ ପାଳିତହୁଏ ଏକ ଦିବସ, ନଭେମ୍ବରଚଉଦ ଶିଶୁ ଦିବସ.

ଇଂ ସରୋଜ ପଟ୍ଟନାୟକ
ଭୁବନେଶ୍ୱର, ଖୋର୍ଦ୍ଧା
ଇ-ମେଲ୍ ଠିକଣା:- Sarojpattanayak090@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?