Sahitya Jibana

Portal on odia literature

ଶିଶୁ – ସମ୍ବିତ ଦାସ

1 min read

ଶିଶୁ ହସିଲେ ଦେଶ ହସେ,
ଶିଶୁ କାନ୍ଦିଲେ ଦେଶ ଭାସେ ।
ଆଜିର ଶିଶୁ କାଲୀ ର ନାଗରିକ,
ଶିଶୁ  ବୃଦ୍ଧିରେ  ହୁଅଇ ଲୋକ ।
ଶିଶୁ ହେଉଛି ଏକ ଅମୂଲ୍ୟ ସମ୍ପଦ,
କେବେ ହେଲେ ଦେବାନି ତାଙ୍କୁ ବିପଦ ।
ନଭେମ୍ବର ଚଉଦ ହେଉଛି ଶିଶୁ ଦିବସ,
ସେଦିନ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ।
ହସିଲେ ଶିଶୁ ହସି ଉଠେ ଧରା,
ସେ ସଭିଏଁ ଆମ ଭାଇ ଭଉଣୀ ପରା ।

ସମ୍ବିତ ଦାସ
ଜଗତସିଂହପୁର
ଇ-ମେଲ୍ ଠିକଣା: dashsambit869@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?