Sahitya Jibana

Portal on odia literature

ପ୍ରେମ – ଆଶୁତୋଷ ଠାକୁର

1 min read

ପ୍ରେମିକ ପ୍ରେମିକା ମନ ଦିଆନିଆଁ
ଚାଲିଛିତ ଚାରିଯୁଗେ ,,

କିଏକହେ ଆଜି ଚିଠି ମାଧ୍ୟମରେ
କିଏକହେ ତାର ମୁଖେ ,,

ମନର ଭାଵନା କହିବାକୁ ଆଜି
ନାହିଁ ସେ କଲମ ଧାର,,

କଲମ ଧାରରୁ ଝରି ଆସୁଥିଲା
ମିଠା ପ୍ରେମର ଝଙ୍କାର ,,

ନାହିଁ ପ୍ରେମଚିଠି ନାହିଁ ସେ କଲମ
ଆସିଛି ମୋବାଇଲ ,,

ଘଣ୍ଟାଘଣ୍ଟା ଧରି ବାର୍ତ୍ତାଲାପ ଚାଲେ
ମଧ୍ୟସ୍ତତା ଲୋଡ଼ାନାହିଁ ,,

ଆଗ କରୁଥିଲେ ପ୍ରେମ ନିବେଦନ
ଚିଠି ମାଧ୍ୟମରେ ଭାଇ,,

ଚିଠି ଅପେକ୍ଷାରେ ନଦୀ ନାଲ କୂଳେ
ଜଗି ରହୁଥିଲେ ଯାଇ ,,

କେତେ ମଜା କେତେ ଆନନ୍ଦ ଉଲ୍ଲାସ
ମିଳୁଥିଲା ଚିଠି ଲେଖା ,,

ଖୁସିର ଲହରୀ ଖେଳି ଉଠୁଥିଲା
ହୋଇଗଲେ ଥରେ ଦେଖା ,,

କବି –ଆଶୁତୋଷ ଠାକୁର

ମଣ୍ଡଲ

ବଲାଙ୍ଗିର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?