Sahitya Jibana

Portal on odia literature

ପ୍ରେମ – ସୁରଥ କୁମାର ରାଉତ

1 min read

କହାକୁ ଦେଇଛ ହୃଦୟରେ ଜାଗା
ଆଡେଇ ଦେଇ ପାଦରେ
ତଥାପି କାହିଁକି ଏ ମନଟା ମୋର
ତୁମ ପାଇଁ ଖାଲି ଝୁରେ।
ଆଖି କାନ ଥାଇ ନଥିଲା ପରିକା
କରିଦେଲ ମୋତେ ପର
ସୁଖେ ରହିଥାଅ ସାରାଜୀବନରେ
ଭୁଲି ଯାଇ ପ୍ରେମ ମୋର।
ତଥାପି ମୋ ପ୍ରେମ ରହିଛି ଅମର
ରହିଅଛି ରହିଥିବ
ଜୀବନ ଟା ମୋର ଚାଲିଯାଉ ପଛେ
ତମ ପ୍ରେମ ବଞ୍ଚିଥିବ।

ସୁରଥ କୁମାର ରାଉତ
ବନ୍ଧୁପୁର,ସମିତଙ୍ଗା,କଟକ
ଇ-ମେଲ୍ : surathasir0123@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?