Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ଡୁଲେଶ୍ଵର ସାହୁ , କଳାହାଣ୍ଡି

1 min read
seashore under white and blue sky during sunset
ନାରୀ ସଶକ୍ତୀକରଣ

ନାରୀ ସମାଜ ଯେବେ ପାଦଟେ କାଢ଼ିବ
ଜାଣିବ ସମାଜର ଦୁଃଖ ଗଲା
ଅପମାନ ନଦେଇ ସମ୍ମାନ ଦିଅନ୍ତୁ
ଭାଇ ଭଉଣୀ ର ସ୍ନେହ ରଖି 

ଡୁଲେଶ୍ଵର ସାହୁ
 ରେଗଡା, କର୍ଲାମୁଣ୍ଡା, କଳାହାଣ୍ଡି