"ନାରୀ ସଶକ୍ତିକରଣ" ‐
ନାରୀ ଶକ୍ତି ଏକ ପ୍ରଚଣ୍ତ ଶକ୍ତି
ମାନବ ଦେବତା ଯୁଗେଯୁଗେ
କରେତା ପାଦ ପଦ୍ମେ ଭକ୍ତି
ଦୁଃଖି ନୀରିମାଖି ହ୍ରୁଦେ ଦିଏ ଶାନ୍ତି ।
ନାରୀ ନାରାୟଣୀ,ଶକ୍ତିସ୍ବରୁପିଣୀ
ଜ୍ଞାନପ୍ରଦାୟନୀ ଅଭୟଦାୟିନୀ
ଏକସୁତ୍ରେ ବନ୍ଧା‐‐ ମାତ୍ରୁ ମାଆ ମାତା ଓ ଜନନୀ
ବୀରପ୍ରସବିନୀ କଲ୍ୟାଣ ଦାୟିନୀ
ନୁହେଁ ଅବଳା ନୁହେଁ ଦୁର୍ବଳା
ସେତ ସର୍ବଂସହା ବିଶ୍ବ ପାଳିନୀ
ଜନ୍ମଦାତ୍ରୀ ସ୍ରୁଷ୍ଟି କାରିଣୀ
ଗ୍ରୁହଲକ୍ଷ୍ମୀ ବହୁବିଧି ପ୍ରଦାୟନୀ
ଜନନୀ ଜାୟା ଭଗିନୀ
ସତ୍ଯ ଶିବ ସୁନ୍ଦରଗ୍ରୁହତୋଳିବାରେ
ସେତ ଅଗ୍ରଣୀ ା
ଜନନୀ ରୂପେ ବାତ୍ସଲ୍ଯ
ପ୍ରେମ ଯେକରଇ
ଭଗିନୀ ହୋଇ ଭକ୍ତିରେ
ସମ୍ମାନ ଢାଳଇ
ଜାୟା ହୋଇପ୍ରେମ ସୁଧା
ବାରୀ ବରଷାଇ
ସେ ମମତାର ପ୍ରେମର
ମୂର୍ତ୍ତି ଯେ ଗଢଇ
ତାଶକ୍ତି ଅଟଳ ଅଚଳ
ହିମାଳୟପରି
ନ୍ରୁଶଂସେଦଣ୍ତଦିଏ
ବକ୍ଷଯେ ବିଦାରୀ ା
ଦେଶମାତ୍ରୁକାକୁ ରକ୍ଷାକରେ
ତାବକ୍ଷୁ ଉଷ୍ମ ଲହୁଯେଝରାଇ
ଆଖିରୁବୁହାଏନୀରକ୍ଷୀଣ ହୁଏ
ଶରୀର
ଛିଣ୍ତା ବସ୍ରପିନ୍ଧେ ସନ୍ତାନ ପାଈଁ
ପତିରହ୍ରୁଦୟ ତାପାଇଁ ମନ୍ଦିର ା
ଆଜିରନାରୀ ଯୋଦ୍ଧାବୀରଙ୍ଗନା
ସେତଜାହ୍ନବୀର ଜୋଛନା
ତାଶକ୍ତିର ନାହିଁତ ତୁଳନା
ଗଗନେ ଉଡିବ ପାଣିରେ ବୁଡିବ
ସ୍ଥଳରସେଦ୍ରୁଢଗଡ
ଅନେକରେ ଏକ ନାହିଁତାର ବିଭାବନା ା
ଶୋଭାଗିନୀ ନନ୍ଦ
ଜୟପୁର {କୋରାପୁଟ}
ମୋ:୮୭୬୩୮୧୧୧୮୨
0 Comments