***** ନାରୀ ସଶକ୍ତିକରଣ******
କାଏଜେ ଜାଏସୁ ତୁଇଁ ହାରି
ତୋର୍ ନାଟା ପରେ ନାରୀ,
ନର ମାନଙ୍କୁ ଜୀବନ୍ ଦେଇ
ତୁଇ କାଏଜେ ଜାଏସୁ ହାରି ।
ମୁନୁଷ୍ ଜାଏତ୍ କେ ଜୀବନ୍ ଦେଶୁ
ଦୁନିଆ'ର୍ ସଭୁ ଦୁଃଖ୍ କେ ତାରି,
ନାରୀ ହେଇ କାଏଜେ ତୁଇଁ
ଜୀବନ୍ ଦେଉଛୁ ତୋର୍ ହାରୀ ।
କେତେଦିନ୍ ଆଉଁ ମରୁଥିବୁ
ନିର୍ଜାତନା କେ ସହି
ତୁଇଭି ଲଢବାର୍ ସିଖ୍
ନିଜକୁ ବନା ଶକ୍ତିସାଲୀ ।
ସହେବାର୍ ଶକ୍ତି ଦୁନିଆ ଥି
ନାଇନ୍ ଆଉଁ କାହାର୍ ବଡ୍,
କାଏଜେ ତୁଇ ହାରୀ ଜାଉଛୁ
ମୁଡକେ କରି ତୋର୍ ତଲ୍ ।
ତୁଇ ହଉଁ ଶକ୍ତି ,ତୁଇଁ ହଉଁ ମୁକ୍ତି
ତୁଇଁ ହଉଁ ଦଇବ୍ ବିଧାତା,
ତୋର୍ ଲାଗି ବଲି ଦୁନିଆ ଚାଲୁଛେ
ତୁଇଁ ହଉଁ ଜଗତର୍ ମାତା ।
ନାରୀ ଅବଲା ଭାବିକରି ତୁଇଁ
କାଏଜେ ଦେଶୁ ମୁଡ୍ ଗାଡି,
ନିଜର୍ ହକ୍ ଲାଗି ନିଜେ ଲଢ୍
ତୁଇଁ ହଉଁ ମହାନ୍ ଶକ୍ତି ଶାଲୀ ।
ନିଜର୍ ଶକ୍ତି କେ ଜାନ୍ ତୁଇଁ
ନାଇଜା ଆଉଁ ହାରୀ,
ତୁଇ ତ ହଉ ମାଁ ଆମର୍
କାଏଜେ ଜାଏସୁ ହାରୀ
କାଏଜେ ଜାଏସୁ ହାରୀ ।
ଯୁବ କବି- ପିଙ୍କୁ ରଣବିଡା଼
ଠିକଣା-
ଠେମରା,ପଦରପଡା଼(ସମ୍ବଲପୁର)
ଫୋନ ନମ୍ବର-8117962677
0 Comments