** କାର୍ଗିଲ୍ ବିଜୟ ଦିବସ ✌🇮🇳 🎖🎖🔫 ନମୋ ,ଭାରତ ଭୂମି ବୀର ପ୍ରଶବିନି............।
ନମୋ ନମୋ ହିନ୍ଦୁରାଷ୍ଟ୍ର ଧାରିଣୀ ॥ ମନେପଡେ ସେହି ଅଭୁଲାଦିନ... ।
ଏକୋଇଶି ବର୍ଷତଳର ଶତ୍ରୁଦମନ ....॥ ସିଂଘ ପରି ପୁତ୍ର,ତୋ ଲଢିଲେ ସତଶାହାସ ବଳେ । .... ପାକିସ୍ତାନି ସେନାକୁ ହରାଇଲେ ରଣ କୌଶଳେ ...॥ ଆଜିକା ଦିବସେ ମନେପଡେ ତାଙ୍କ ସ୍ମୁତି .......... ।
କାରଗିଲ୍ ଜୟ କରି ......ରଖିଛନ୍ତି ଦେଶର ଖ୍ୟାତି ॥ କେତେ ସନ୍ତାନ ହେଲେରେ ବାପ ହରା, କେତେଯେ ଭଉଣି ଭାଇପାଇଲେ ନାହିଁ ...... କେତେ ସଧବାଯେ ପୋଛିଲେ ସିନ୍ଦୂର .... କେତେ ମାଁ ଆଉ ତା ପୁଅକୁ ଫେରି ପାଇଲେନି...॥
ମନେ ପଡେ ସେ ବୀର ଗାଥା..... ବୋହିଯାଏ ଅଶ୍ରୁଧାର । ବୋହିଯାଏ ସତେ ଯେମିତି ଶୋଣିତ ଧାର ॥ ରଣ ହୁଁ କାରେ ତ୍ରିରଙ୍ଗା ପାଇଁ ରେ ମାଟି ମା' କୋଳେ ନୁଆଁଇଣ ମଥା ।
ମୃତ୍ଯୁ ବିଭିଶିକା କୁ ଖାତିରି ନ କରିବ ରଚିଲେ ନୂତନ ଗାଥା ॥ ଟାଇଗର ହିଲ୍ ଠାରେ ଖେଳିଲେ ରକ୍ତର ହୋଲି ...। ଜନନୀ ଭାରତ ମାତାକୁ ସୁରକ୍ଷା ଦେବେ ବୋଲି ..॥ ମନେପଡେ ସେହି ଅଭୁଲାଦିନ........ ! ଶତଶତ ବୀରଙ୍କ ଅମୂଲ୍ଯ ବଳିଦାନ ॥ ଦିପ୍ତିମନ୍ତ ବୀରଜ୍ୟୋତି ହେ ....ତୁମକୁ ଏ ଦେଶ ଜଣାଏ ସମ୍ମାନ ॥
ଶରୀରେ ଶେଷ ରକ୍ତ ବିନ୍ଦୁ ଯାଏଁ ......ଲଢିଲ ଅନବରତ ।
ମାଟି ମା ର ଟେକ ରଖିଲ ....ଉଡାଇଲ ବିଜୟ ନେତ ॥ ଏକମନ ବଚନେ ଲକ୍ଷ୍ୟକରି ....ଅପରେଶନ୍ ବିଜୟକୁ ହୃଦରେ ଧରି....ଶତ୍ରୁକୁ ଦେଲ ସିମାରୁ ତୋଡି ॥ ପିନ୍ଧିବିଜୟର ଟିକା .....କଲ ଭାରତ ମତାର ସୁରକ୍ଷା ॥
ଶତ୍ରୁକୁ କରି ଦମନ ......ରଖିଛ ଆମଦେଶ ସ୍ବାଭିମାନ ॥
ଶ୍ରଦ୍ଧାଞଳି ..ଦିଏ ଏ ଦେଶତୁମକୁ ..........ଭାରତ ପାଳୁଛି ବିଜୟ ଦିବସ ନମନ୍ କରି ତୁମକୁ ॥ *** *** ***
ଝିଲ୍ଲି କୁମାରୀ ସାହୁ ,ବ୍ରହ୍ମପୁର ,ଗାନ୍ଧିନଗର (ଗଞାମ୍) ୯୪୩୭୧୧୪୩୧୪
🇮🇳🙏 🇮🇳
0 Comments