" କାର୍ଗିଲ୍ ବିଜୟ ଦିବସ"
 
ଆର୍ଯ୍ୟ ଭୂମି କର୍ମଭୂମି ବୀରଭୂମି 
ଧନଜନ ଗୋପ ଲକ୍ଷ୍ମୀ ରେ ପରି ପୂର୍ଣ୍ଣା
ଶତ୍ରୁର ଲୋଲୁପ ଦ୍ରୁଷ୍ଟି ରହିଯାଏ
ଭାରତ ଆକ୍ରମଣ କରି
ବାରବାର ପରାଜୟ ଲାଭ କରେ
ଚୀନ୍ ଆଉ ପାକିସ୍ଥାନ୍
ଧନ୍ୟ ସେହି ଆମ ଦେଶରନୌଯବାନ    ।

କାଶ୍ମିର ସମସ୍ୟା ଉଣେଇଷ
ଅନ୍ୟେଶ୍ବତ ମସିହା
ଶୀତଳ  ଛାୟା  ଯୁଦ୍ଧହେଲା
ତୁଗଂ ହିମାଳୟ ଉତୁଗଂ କାରଗିଲ୍
ଦ୍ରାସ୍ , ବାଟ୍ ଲିକ୍ ଲଜ୍ଜା ରେଶିର ନତ
ହେଲା   ଧର୍ମର ଜୟହୋଇ
ଭାରତା ମାତାର ବିଜୟବୈଜନ୍ତୀ
ଫରଫର ଉଡିଲା  ।

ତୁହାକୁତୁହା ଆକ୍ରମଣ କରି
ଚୁର୍ ମାର୍ କରେ ସେମାନକଂ
ଗର୍ବ ଅଭିମାନ  ।
ଭାରତସେନାର ଘନଘନକମାଣଗର୍ଜନ
କ୍ଷଣକୁକ୍ଷଣ ଗୁଳି ବର୍ଷଣ
ସାମ୍ ନା କରିନପାରି
ହାତ ଟେକି କଲେଆତ୍ମ ସମର୍ପଣ  ।
ଚୀନ୍ ପାକିସ୍ଥାନ୍
ରକ୍ତର ନଦୀ ଛୁଟିଲା
ଭାରତ ସୈନ୍ୟରୁ ଶହଶହ ସୈନ୍ୟ
ସେନା ଅଫିସର ଶହୀଦ୍ ହେଲେ
ସେମାନକଂ ରକ୍ତ ପର୍ବର
ରକ୍ତ ନଦୀର  ସାର୍ଥକତା ହେଲା   ।

ସେମାନକଂ ପାଦପଦ୍ମକୁ ରକ୍ତଚନ୍ଦନ
ରକ୍ତକରବୀ ଦ୍ବାରା ପୁଷ୍ପାର୍ଚ୍ଚିତ ଭରେ ସମ୍ମାନ ।

କାର୍ ଗିଲ୍ ଯୁଦ୍ଧରେ ଶହୀଦ୍ ହୋଇ
ଲହୁଲୁହର ବିଷପିଇ  ।
ଆମକୁଅମ୍ରୁତ ଦେଇଗଲେ
ଜୀବନର ଅଳପ ବୟଷେ
ନିଶିଥିନୀର ଶେଫାଳୀହୋଇ
ଦିବସେ ଝଡିପଡିଲେ   ।

ଆମ ଓଡିଶାର ବୀରଶହୀଦ୍ ଗଣ
  ଗୋପିନାଥ ମହାରଣା
  ସର୍ଜେଣ୍ଟ ରାଜକିଶୋରସାହୁ
ସଚ୍ଚିଦାନନ୍ଦ  ମଲ୍ଲିକ୍ ମେଜର ପଦ୍ମପାଣି  ,
ମାନସ ରଞ୍ଜନସାହୁ
ଆମପାଇଁ ବଳିହେଲେ
ଦେଇ ଲୁହଲହୁ
ସିପାହୀ ଶ୍ରୀନିବାସ ପାତ୍ର ହାବିଲ୍ ଦାର ଗଗାଂରାମଦାସ   ନିରଞ୍ଜନ
ବେହେରା  ା
ସେମାନେ ଥିଲେ ବୀର ଯବାନ
ବିଏସ ଏଫ୍ ରାଜେନ୍ଦ୍ର ନାୟକ
ଧନ୍ଯ ସେହି କଳିଗଂ ପୁତ୍ର
ଧନ୍ୟତାକଂ ଜନନୀ ବୀରପ୍ରସବିନୀ
କାର୍ ଗିଲ୍ ଯୁଦ୍ଧ କୁ ବିଜୟଟିକା ଲଗାଇ
ଟେକି ଦେଲେ ବୀର
ଶହୀଦଗଣକୁଂ
ଧନ୍ଯ ମହୀୟସୀ ରମଣୀ କୁଳକୁ
ବୀର ଥରେ ମରେ ଭିରୁର
ଅନେକ ଥର ମରଣହୁଏ
ଜୀବନର ପ୍ରତି କ୍ଷଣ
ତାକଂ ନାମରେ ଜୟଜୟ କାର୍
ଜୟଗୀତି ଗାଇଯାଏ  ।
ଆମଶହୀଦଗଣ ବୀରମାଟିର
ବୀରସନ୍ତାନ ଏହି ପବିତ୍ର ଦିବସେ
ତାକୁଂ ମୋର ଶତଶତ ପ୍ରଣାମ
ଜୟଯବାନ ଜୟକୀଷାନ  ।

ଶୋଭାଗିନୀ ନନ୍ଦ
ଜୟପୁର {କୋରାପୁଟ}
ମୋ‐‐୮୭୬୩୮୧୧୧୮୨