:: କାର୍ଗିଲ୍ ବିଜୟ ଦିବସ ::
ଇତିହାସ ଗାଏ ଗାଥା ଏ ଯୁଦ୍ଧର
ସାକ୍ଷୀ ଯୋଦ୍ଧାର ସ୍ମୃତି l
ଏ କାଗିଲ ଦେଖାଇଥିଲା ସେ ଦିନ
ବିର ପୁତ୍ରର ସଂଗ୍ରାମ।
ଆଜି ଭାବିଲେ ସେ କାଗିଲ ବିଜୟ
ହୃଦୟେ ମୋର କମ୍ପିଉଠେ।
କାଗିଲ ଯୁଦ୍ଧ ଦିନେ ପୋଛି ଦେଇଥିଲା
ନବ ବଧୂ ର ମଥାର ସିନ୍ଦୂର l
ଶୂନ୍ୟ କରିଥିଲା ପରା
ମା ର କୂଳ ଝୁଲଣା l
କାଗିଲ ବିଜୟ ଦେଖିଇଥିଲା
ଯୁଦ୍ଧ ଭୂମିରେ ପିତା ପୁତ୍ର ର ସଂଗ୍ରାମ।
ଗବିର୍ତ ଲାଗେ ଆଜି ଦେଖି
ଜେନରାଲ ଏ, ଏମ ଅଲିଓ ପୁତ୍ର ର ସଂଗ୍ରାମ।
ବିଜୟ ସେ ଥିଲା ଲୋମ ଟାଙ୍କୁର ଯୁଦ୍ଧ
ଉଚ ପାହାଡ଼ର ଦୁଇ ମାସର ଯୁଦ୍ଧ।
ଧନ୍ୟ ହେ ଭାରତ ମାତା ର ବିର ସଂଗ୍ରାମୀ
ତୁମ ବଳି ଦାନ ଏ ଦିବସ
ହେ ବିର ଭାରତୀୟ ସେନା
ତୁମ ଗାଥା ଯୁଗେ ଯୁଗେ ଅମର।
ଦୀପକ ନାୟକ , ଧର୍ମଶାଳା ଯାଜପୁର
0 Comments