* କାର୍ଗିଲ୍ ବିଜୟ ଦିବସ *
୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ,,
ଭାରତ ପାଇଁ ଥିଲା ଅଗ୍ନି ପରିକ୍ଷାର ଦିନ
ହଠାତ୍ ଏଲ୍ଓସି ଭିତରୁ ପଶିଆସେଲେ,,
ପାକିସ୍ତାନ ର ସୈନ୍ୟ ଷଡ଼ଯନ୍ତ୍ର
ଅନ୍ଧାରିଆ ଅମାବାସ୍ୟା ରାତିର କାହାଣୀ,,
ଭୁଲିହେବ ନାହିଁ ସେ ଅମର ବାଣୀ
ଲୁଚି ଲୁଚି ଆସିଲେ ଚଳନାର ଜାଲ ବିଛେଇଲେ,,
"ନଜର ପଡି଼ଗଲା ଆମ ଭାରତ ସେନାର
ମାତୃଭୂମି ର ରୂଣ ସୁଜିବାର ବେଳ,,
"ସବୁ ବୀର ଏକତ୍ର ହେଲେ
ମାରିବୁ ନ ହେଲେ ମରିବୁ ଶପଥ ନେଲେ,,
"ଆରମ୍ଭ ହୋଇଗଲା ଗୁଳି ବାରୁଦର ଖେଳ
ଦୁଇ ଜଣ ସୈନ୍ୟ ଭିତରେ କୋହ ଆକଳନ,,
ବୁଝିବାକୁ ସମୟ ନ ଥିଲା ଦୁହିଁଙ୍କ ପାଖରେ
ପାକିସ୍ତାନ ର କେହି ଜଣେ ସହିଦ୍ ହେଲେ ତ,,
ଭାରତର କେହି ଜଣେ ସହିଦ ହେଲେ
ଏମିତି ୯୦ ଦିନ ଧରି ଚାଲିଲା,,
ଶେଷରେ ଆମ ଭାରତ ବିଜୟ ଲାଭ କଲା
ଇତିହାସରେ ଲିପିବଦ୍ଧ ହେଇ ସବୁଦିନ ପାଇଁ ରହିଗଲା,,
ଅମର ସହିଦ ଯବାନଙ୍କ କଥା
ଆମ ପିଢି଼ କୁହନ୍ତୁ ବା ଭବିଷ୍ୟତରେ ଯେଉଁ ପିଢି଼ ଆସିବେ,,
ଅମର ବୀରତ୍ବର ଗୁଣଗାନ ନିଶ୍ଚୟ କରିବେ
ମୁଁ ଜଣେ ଭାରତୀୟ ମୋର କର୍ତ୍ତବ୍ୟ ଓ ଧର୍ମ,,
ଯେତେଦିନ ଏ ସଂସାରରେ ଥିବି
ଆପଣ ମାନଙ୍କର ବୀରତ୍ୱର ଗାଧା ଗାଇବି।।
ଅମର ବୀରତ୍ବର ଯବାନଙ୍କୁ କୋଟି କୋଟି ପ୍ରଣାମ।।
ଲଲାଟ କେଶରୀ ବଳସାମନ୍ତ
(ଯାଜପୁର,, ଓଡ଼ିଶା)
(ଯୋଗାଯୋଗ :-8458025456)
0 Comments