ଚିତ୍ରମୟ ଚିତ୍ର 
          

ମା' ବୋଇଲେ କ'ଣ ?
ମମତା ର କଳ କଳ ଝରଣା
ଜୀବନ କୁ ଗୀତ କରିଦେବା ର
ଶପଥ ରେ ତ'
କେବେ ହେବାକୁ ହୁଏନି
          ବାଟ ବଣା ॥
ସ୍ୱପ୍ନ କୁ ସତ କରି ବାର
  ମହ ମହ ଜହ୍ନରାତି
ଚିର ସବୁଜ ଅରଣ୍ୟ ର
    ଛଳ ଛଳ ଗୀତି ॥
     ମା'
ଅମୃତ ର ଛନ୍ଦ
ପୁଣି କରୁଣା ର ସୁଗନ୍ଧ ॥
      __________

   ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
  କୋଲନରା,ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫