"ମା" ବା ନାରୀ
ଜାହା ଦେବି ସର୍ବ ଭୁତେଷୁ ମାତ୍ୱ ରୁପେଣ ସଂହିତା
ନମଃ ତସୈ ନମଃ ତସୈ ନମଃ ନମଃ
ଅମୁଲ୍ୟ ପଦ୍ମଶ୍ରୀ ପ୍ରୟରେ
ସୁରମ୍ୟ ମନୋହର
ଅଜ୍ଞାନେ ଜ୍ଞାନ ଯାଇନି
ମା ପଦେ ରତ୍ନ ନୁପୁର ;
ନାରୀ ରୁପେ ଜନମି ଜନନୀ
ସେହି ପଦ୍ମ ପ୍ରୟରେ
ଆହା କି ସୁନ୍ଦର ସେ ପ୍ରୟରୁ
ଲାକ୍ଷା ଲାଗୁ ମୋ ଶିରେ ;
ଇଶିତେ ଜନନୀ କରୁଣା
ତୁମେ କର ଆମ୍ଭରି ଠାରେ
ଲଭ ଗମନା ମୋ ଜନନୀ
ଚାଂହା ତୁ ଦୟା ଚକ୍ଷୁରେ ;
ଉଣା ନକର ମା କରୁଣା
ପଦେ ତବ ପ୍ରୟରେ
ଉର୍ଦ୍ଦତା ଅଜ୍ଞାନ ମୁହିଁ
ମା ଜ୍ଞାନ ବିତର ବାରେ ;
ରୁପ ଗୁଣ ବିଦ୍ୟା ଜଶଶି
ହେଵି ତୋ ଦୟା ହେଲେ
ରୁଚିର ଚରଣ ତବେ
ମୋ ଶିର ଲୋଟୁ ଭକ୍ତିରେ ;
ଲୋଟୁ ତବ ଶ୍ରୀପଦ ତଳେ
ବିଦ୍ୟା ମସ୍ତକେ ଆଜି
ଲୁଚିଯାଉ ମୋର ଅଜ୍ଞାନ
ତଵଶ୍ରୀ ନାମ ତ ଵାଜି ;
ତୋହରି ନାମ କୁ ସୁମରି
ବିତି ଜାଉ ଏ ଜୀବନ
ନାହାଁନ୍ତି କେହି ବିଶ୍ଵରେ
ତୋ ସାଥେ ହେବାକୁ ସମାନ ।
ସଂଗ୍ରାମ କେଶରୀ ନାୟକ
ପୁରୀ,ଗୋପ, ଗଡରୁପାସ,ସଂଖୁଆ
ଫୋନ:-୭୬୦୮୮୦୫୦୩୪
0 Comments