Sahitya Jibana

Portal on odia literature

ରଜପର୍ବ କବିତା ଆସର

ସାହିତ୍ୟ ଜୀବନ କବିତା ଆସର
🙏🙏🙏🙏🙏🙏🙏🙏
ସାହିତ୍ୟ ଜୀବନ ତରଫରୁ ରଜ ଉପଲକ୍ଷେ ଏକ ସ୍ବତନ୍ତ୍ର କବିତା ଆସର ଆୟୋଜିତ ହେବାକୁ ଯାଉଛି,
ଯାହାକି  ହ୍ୱାଟ୍ସଆପ୍ ଗ୍ରୁପ୍ ରେ ହିଁ ସଭିଏଁ ଭାଗ ନେଇପାରିବେ।

ପ୍ରସଙ୍ଗ :- ✍️ ରଜ ପର୍ବ
ବିଭାଗ : କବିତା
ତାରିଖ :- ୧୪/୦୬/୨୦୨୧
🙏
୧. ହ୍ୱାଟ୍ସଆପ୍ ଗ୍ରୁପ୍ ରେ ସୋମବାର ସଂଧ୍ୟା ୬ ଠାରୁ ରାତ୍ର ୯ ଘଟିକା ମଧ୍ୟରେ ଦିଆଯାଇଥିବା ପ୍ରସଙ୍ଗ ଉପରେ କବିତା  ଲେଖି ପ୍ରକାଶ କରିବେ।
୨. ଶୀର୍ଷକ ବଦଳାଇପାରିବେ କିନ୍ତୁ ପ୍ରସଙ୍ଗ ବଦଳାଇବେ ନାହିଁ ।
୩. ସଭିଏଁ ନିଜସ୍ଵ ଲେଖା ଟାଇପ୍ କରି ପଠାଇବେ , ଫୋଟ ଲେଖା ପଠାଇବେ ନାହିଁ। କେବଳ ଗୋଟିଏ ଲେଖା ଦେବେ।
୪. ଲେଖା ଉପରେ ସାହିତ୍ୟ ଜୀବନ ପକ୍ଷରୁ ଆୟୋଜିତ କବିତା ଆସର ବୋଲି ଲେଖିବେ।
୫.ଏହା ମୋର ନିଜସ୍ବ ଲେଖା ମଧ୍ୟ ଲେଖିବେ।
୬. ନାମ ଏବଂ ଠିକଣା ଦେବାକୁ ଅନୁରୋଧ।
୭• ପ୍ରତିଯୋଗୀ ଙ୍କ ନାମ ପର ଦିନ ଘୋଷଣା କରାଯିବ।
୮. ଶ୍ରେଷ୍ଠ କିଛି ଜଣଙ୍କୁ ସାହିତ୍ୟ ଜୀବନ ପରିଚାଳନା କମିଟି ତରଫରୁ ଅଲ୍ ଲାଇନ୍ ମାନପତ୍ର ପ୍ରଦାନ କରାଯିବ।
୯.ଲେଖା ଗୁଡ଼ିକ ସାହିତ୍ୟ ଜୀବନ ୱୈବ୍ ପର୍ଟାଲ୍ ରେ ମଧ୍ୟ ପ୍ରକାଶିତ ହେବ।
୧୦. ଏହି ଦିନ ଅନ୍ୟ କିଛି ଲେଖା ପ୍ରକାଶିତ ନକରିବାକୁ ଅନୁରୋଧ।
୧୧. ସମ୍ପାଦନା ମଣ୍ଡଳୀ ଙ୍କ ନିଷ୍ପତ୍ତି ଚୁଡାନ୍ତ ।

ହ୍ୱାଟ୍ସଆପ୍ ଗ୍ରୁପ୍ ରେ ଯୋଗ ହେବାକୁ ଆମକୁ ଯୋଗାଯୋଗ କରନ୍ତୁ ।
ହ୍ୱାଟ୍ସଆପ୍ ନମ୍ବର: 7751075350
( କଲ୍ ଗ୍ରହଣୀୟ ନୁହେଁ )

ଧନ୍ୟବାଦ ସହ
🎉ସାହିତ୍ୟ ଜୀବନ ପରିଚାଳନା କମିଟି🎉