Sahitya Jibana

Portal on odia literature

ଜାହ୍ନବୀ ତ୍ରିପାଠୀ

ମୁଁ ଜଣେ ଗୃହିଣୀ।ଘରକାମ ଆଉ ପିଲାଙ୍କ ପାଠପଢା ପରେ ଯେଉଁ ଅଳ୍ପ ସମୟ ମିଳେ ତାହା ମୁଁ ଲେଖାଲେଖିରେ ଲଗାଇଥାଏ।ମୁଁ ଗ୍ରାଜୁଏସନ୍ କରିଚି।ମୋ ବାସସ୍ଥାନ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଠାରେ ଅବସ୍ଥିତ । ବିବାହ ପୂର୍ବରୁ ଓଡିଶା ଭାସ୍କର ଆଉ ସମ୍ବାଦରେ ମୋ ଲେଖା ବାହାରିଚି।ବର୍ତ୍ତମାନ ସପ୍ତଧାରା କବିର କବିତା ,ସ୍ୱର୍ଣ୍ଣାକ୍ଷର ପ୍ରଭୃତିରେ ମୁଁ ଜଣେ ନିୟମିତ ଲେଖିକା।ଆଉ ଫେସ୍ ବୁକ୍ ରେ ଆକାଉଣ୍ଟ ଖୋଲି ସେଥିରେ ଲେଖାଦେଉଚି,ଯାହାକି ବହୁମାତ୍ରାରେ ପାଠକୀୟ ଆଦୃତି ଲାଭ କରିଚି।
ଜୟ ମା ଶାରଳା

ବେଳେବେଳେ ଇଛାହୁଏ କାନ୍ଦିବାକୁ ବହୁତ କାରଣ ଝରିଗଲେ ଆଖିରୁ ବେଦନାର ଲୁହସବୁ ମନଟା ହାଲୁକା ଲାଗେ ବହୁତ। ଦୁଃଖ ଓ ବେଦନା ସବୁ ଜମାଟ ବାନ୍ଧିଯାଇଥାଏ ହୃଦୟରେ...

ଚାନ୍ଦିନୀ ଦେବୀଙ୍କର ଗୋଟିଏ ସୁନ୍ଦର ଘର କରିବାକୁ ବହୁତ ଇଛାଥିଲା।କିନ୍ତୁ ସ୍ୱାମୀଙ୍କର ଦରମା ଯାହା ସେଥିରେ ପରିବାର ଚଳାଇ ବନ୍ଧୁବାନ୍ଧବ ଦେଖି ଆଉ ବଳକା ରହେନି।ଯଦିବା ଘର...

1 min read

ଆମେ ତ ପୁରୁଷପୁଅଆମପରି କିଏ ହେବ କୁହକଥା ପଦିକରେ ଝରାଇପାରୁଆମେ ନାରୀ ଆଖିରେ ଲୁହ।ଆମେ ତ ପୁରୁଷପୁଅ।ଯାଉ ବୋଲି ଆମେବାହାରକୁ କାମେଆମେ ନାରୀ ମୁଣ୍ଡ ଉପରେ ବସୁରୋଷେଇରେ...